ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।
ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି।
ବର୍ତ୍ତମାନ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପୁଅ, ଭାଇ, ଭଉଣୀ ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ଆଜି ରାତି ୭ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ ।
ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସୁଜ୍ଞାନଙ୍କୁ ଭେଟିବା ପାଇଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚିଛନ୍ତି।
କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ?
୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ।
ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା।
ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।
ଜମି ପାଇଁ ଜୀବନ ଗଲା । ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ । ଲକ୍ଷେ ୭୦ ହଜାର ଟଙ୍କାରେ ୫ ଜଣ ସୁପାରି କିଲର ନିଯୁକ୍ତ କରି ସାନଭାଇ ଓ ତା’ସାଙ୍ଗକୁ ଯେଭଳି ହତ୍ୟା କଲେ ଭାଇ- ଭାଉଜ, ସାରା ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି ।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲ ପରିସରରେ ଥିବା ଲିଫ୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ l
ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।
ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।
OSEFD ଓ OSSETA ସଂଘର ମିଳିତ ଆନ୍ଦୋଳନ ।
୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍ ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା ।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।
କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୁଡି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ।
ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'।
ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ।