• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 23 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କେନ୍ଦୁଝର ମେଡିମକାଲ କଲେଜରେ ଏଥର ୧୦୦ ସିଟ୍‌ରେ ନାମଲେଖା

ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ । More
  • Satyendu Shekher Mishra
  • 2 years ago

ଖସୁଛି ସୁବର୍ଣ୍ଣରେଖା, ତଥାପି ବନ୍ୟାରେ ଉବୁଟୁବୁ ୨୫୦ରୁ ଅଧିକ ଗାଁ

ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ । More
  • Chandan Shishu
  • 2 years ago

ଶ୍ୱେତା ମୃତ୍ୟୁ ମାମଲାରେ ବଢିଲା ବୟଫ୍ରେଣ୍ଡ ସୌମ୍ୟଙ୍କ ଅଡୁଆ

ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର। More
  • Satyendu Shekher Mishra
  • 2 years ago

ଜଳପ୍ରବାହଠୁ ଅଧିକ ଘାଇଲା କରୁଛି ଦୁର୍ବଳ ନଦୀବନ୍ଧ, ବଢ଼ି ଆସୁ ଆସୁ ମହାନଦୀରେ ୭ ଘାଇ

ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ବଢ଼ି ପରେ ବିଗୁଡୁଛି ସ୍ୱାସ୍ଥ୍ୟ ସମସ୍ୟା, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରୋଗୀଙ୍କ ଭିଡ଼

ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା । More
  • Satyendu Shekher Mishra
  • 2 years ago

+2 ରେ ଏଥର ବି ହେବ ତ୍ରୈମାସିକ ପରୀକ୍ଷା

୨୦୨୨-୨୩ରେ ପ୍ଲସ୍ ଟୁ କ୍ୱାଟର୍‌ଲି ପରୀକ୍ଷା । CHSE କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ  । More
  • Satyendu Shekher Mishra
  • 2 years ago

ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ପ୍ରଥମ ବୈଠକ ସରିଲା

ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍‌ଲାଇନ୍ ଭୋଟିଂ । ଅନ୍‌ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା । More
  • Chandan Shishu
  • 2 years ago

ଷ୍ଟାର ବିବାଦରେ ନୂଆ ମୋଡ଼: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି

ହାଇକୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା କହିଛନ୍ତି ପ୍ରକୃତି ମିଶ୍ର। More
  • Satyendu Shekher Mishra
  • 2 years ago

BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ସରଗରମ ରାଜନୀତି, ଦେବି ମିଶ୍ର କହିଲେ..

ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । More
  • Satyendu Shekher Mishra
  • 2 years ago

ହାଇକୋର୍ଟ ଗଲେ ପ୍ରକୃତି, ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ । More
  • Rajalaxmi Sahoo
  • 2 years ago

‘ମୋ ଝିଅ ପ୍ରତି ବହୁତ ଅନ୍ୟାୟ କରାଯାଇଛି, ସୌମ୍ୟକୁ କଠୋର ଦଣ୍ଡ ମିଳୁ’

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଶ୍ୱେତା ଆତ୍ମହତ୍ୟା କଲେ ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିନାହିଁ। More
  • Manoranjan Behera
  • 2 years ago

ସାହାଯ୍ୟ ଅପେକ୍ଷାରେ ସମାଜସେବୀ ଦମ୍ପତି

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ. More
  • Manoranjan Behera
  • 2 years ago

ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । More
  • Rajalaxmi Sahoo
  • 2 years ago

‘ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲା’

‘ସୌମ୍ୟଜିତ୍‌କୁ ତୁରନ୍ତ ଗିରଫ କରାଯାଉ। ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିଛି।’ ବୋଲି ଶ୍ୱେତାଙ୍କ ବାପା ଅଭିଯୋଗ ଆଣିଛନ୍ତି। More
  • Rajalaxmi Sahoo
  • 2 years ago

ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌କୁ ୧୫ ଥର କଲ୍‌ କରିଥିଲେ ଶ୍ୱେତା !

ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍‌ ୧୫ ଥର ଶ୍ୱେତା କଲ୍‌ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି। More
  • Manoranjan Behera
  • 2 years ago

ଶ୍ୱେତା ଆତ୍ମହତ୍ୟା ଘଟଣା; ବୟଫ୍ରେଣ୍ତଙ୍କ ନାଁରେ ଲାଗିଲା ଦଫା ୩୦୬

ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା ଲାଗିଛି ।  More
  • Rajalaxmi Sahoo
  • 2 years ago

ରହସ୍ୟ ଘେରରେ ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା: ସାମ୍ନାକୁ ଆସିଲା ବୟଫ୍ରେଣ୍ଡ୍‌ ଘର ଆଗର CCTV ଫୁଟେଜ୍‌

ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଗତକାଲି ରାତି ୧୦ଟା ୧୭ ମିନିଟ୍‌ରେ ସୌମଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍‌ରେ କୁଆଡ଼େ ବାହାରି ଯାଇଥିଲେ। More
  • Manoranjan Behera
  • 2 years ago

ଭୁଶୁଡ଼ୁଛି ଲାଲ୍‌ଗଡ଼; ଜଳୁଛି ନକ୍ସଲଙ୍କ କୁଶପୁତ୍ତଳିକା

ଯେଉଁ ହାତ ଦିନେ ମାଓବାଦୀଙ୍କ ପାଇଁ ସହିଦ୍ ସ୍ତମ୍ଭ ତିଆରି କରିଥିଲା, ମିଳିମିଶି ସେଇସବୁ ହାତ ଏବେ ଭାଙ୍ଗୁଛନ୍ତି ଆତଙ୍କର ଦୁର୍ଗ । ମାଓ ଇଲାକାରେ ବଦଳୁଥିବା ପରିବର୍ତ୍ତନର ଏହି ରଙ୍ଗ ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳର । More
  • Manoranjan Behera
  • 2 years ago

ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ!

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆକ୍ରମଣରେ ଛାତ୍ରର ମୃତ୍ୟୁ । More
  • Manoranjan Behera
  • 2 years ago

Daily Horoscope 23 August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ତିଥି – ୧୧ ଶୀ (ମଳ)ପ୍ରାତଃ ୦୬/୦୭ ଗତେ ୧୨ଶୀ, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୬/୦୭ ଗତେ  ୨ ପାଦ - କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ଦିବା ୧୦/୪୩ ଗତେ ୩ ପାଦ-କୃଷି, ପଶୁ ବଂଶହାନି-ଭୂମି,ଅନ୍ନ  ଓ ତିଳକାଞନ ଦାନ  More
  • Rajalaxmi Sahoo
  • 2 years ago

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମିଳୁନି ବେଡ୍‌, ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ...

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ପରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ। More
  • Manoranjan Behera
  • 2 years ago

ଶୋଇଲା ବେଳେ ଭୁଶୁଡି ପଡ଼ିଲା କାନ୍ଥ; ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି । More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ- ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। More
  • Rajalaxmi Sahoo
  • 2 years ago

ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌: ବାତିଲ୍‌ ହେଲା ୬ ଟ୍ରେନ୍‌

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍‌କୁ ପୂର୍ବତଟ ରେଳ ବିଭାଗ ବାତିଲ୍‌ କରିଛି। More
  • Chandan Shishu
  • 2 years ago

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି। More
  • Chandan Shishu
  • 2 years ago

ପଦାକୁ ଆସିଲା ଶ୍ୱେତା-ସୌମ୍ୟଙ୍କ ଝଗଡ଼ାର ଏକ୍ସକ୍ଲୁସିଭ୍ ଅଡ଼ିଓ

ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ। More
  • Satyendu Shekher Mishra
  • 2 years ago

ଉପକୂଳରୁ ମହାନଦୀର ତୋଡ଼ ଯାଇନି, ଏଣେ ଉତ୍ତରରେ ସୁବର୍ଣ୍ଣରେଖାର ତାଉ !

ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍‌ର ଶତାଧିକ ଗାଁ । More
  • Satyendu Shekher Mishra
  • 2 years ago

ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା: ଅନ୍ତରଂଗ ଫଟୋ ଭାଇରାଲ ପାଇଁ ବୟଫ୍ରେଣ୍ଡ ଦେଉଥିଲା ଧମକ

ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ବାପାଙ୍କ ସଂଗୀନ ଅଭିଯୋଗ । ବାହାଘର ପାଇଁ ପୁଅଘର ଲୋକେ ମାଗୁଥିଲେ ୩୦ ଲକ୍ଷ । ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଲେ ଶ୍ୱେତାଙ୍କ ପରିବାର । More
  • Satyendu Shekher Mishra
  • 2 years ago

ଜଳବନ୍ଦୀ ଜୀବନ ଭିତରେ ବାସହରା ଶହ ଶହ ପରିବାର, ପାଣି ଶୁଖିଛି ହେଲେ ବିପଦ ଟଳିନି

ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । More