• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୩୯ ଗତେ ୨ ପାଦ। ଜାଣନ୍ତୁ, ଆଜିର ଶୁଭ ମୁହୂର୍ତ୍ତ...

ଶୁଭ ସମୟ...

ଦିବା ୧୦.୩୫ ରୁ ୦୧.୦୩
ରାତ୍ରି ୦୮.୦୩ ରୁ ୧୦.୩୯

ରାତ୍ରି ୧୨.୨୩ ରୁ ୦୨.୦୭
ରାତ୍ରି ୦୨.୫୯ ରୁ ୦୪.୪୩

ଅଶୁଭ ସମୟ...

ଋାହୁକାଳ - ଦିବା ୦୯.୧୨ ରୁ ୧୦.୩୫
କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୫ ରୁ ୦୫.୨୭
ବାରବେଳା – ଦିବା ୦୧.୨୦ ରୁ ୦୨.୪୨
କାଳରାତ୍ରି – ସନ୍ଧ୍ୟା ୦୫.୨୭ ରୁ ୦୭.୦୫