• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ରାଜ୍ୟ ରାଜନୀତିରେ ଗୋମାତା: ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ବିଜେଡିର କାଉଣ୍ଟର?

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି। More
  • Chandan Shishu
  • 2 years ago

ଦିବ୍ୟାଙ୍ଗ ସାଙ୍ଗକୁ ବର୍ଷେ ହେଲା କାନ୍ଧରେ ବୋହି ସ୍କୁଲକୁ ନେଉଛି ମାଙ୍ଗରୀ

ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ। More
  • Chandan Shishu
  • 2 years ago

ରମାଦେବୀରେ PhD କରିବେ ପୁରୁଷ ଫ୍ୟାକଲ୍‌ଟି

ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି? More
  • Chandan Shishu
  • 2 years ago

ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ନବୀନଙ୍କୁ ନିଶାନା: ନଡ୍ଡାଙ୍କ ମନ୍ତବ୍ୟକୁ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି

ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି। More
  • Chandan Shishu
  • 2 years ago

ରାଜଧାନୀର ପୁରୁଣା ସ୍ମୃତିକୁ ତାଜା କରୁଛି ‘ସେବେ ଓ ଏବେ’

୪୦୦ରୁ ଉର୍ଦ୍ଧ୍ୱ ନୂଆ ପୁରୁଣା ଫଟୋଚିତ୍ରକୁ ନେଇ ମନୋରମ ଫଟୋ ପ୍ରଦର୍ଶନୀ। More
  • Prangyan Parimita
  • 2 years ago

କ୍ରିପ୍ଟୋ ଇନଭେଷ୍ଟ ନାଁରେ ସାଇବର୍‌ ଲୁଟ୍‌ : ରାଜଧାନୀରେ ମାସକରେ ୨୫ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ୱରରେ ମାସକରେ ସାମ୍ନାକୁ ଆସିଲା ୫ଟି ମାମଲା More
  • Prangyan Parimita
  • 2 years ago

ରୋଜଗାରର ମାଧ୍ୟମ ପାଲଟିଛି କାଇଁସ : ହେଲେ ପରିଶ୍ରମ ଅନୁସାରେ ଫଳ ମିଳୁନି

ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା More
  • Prangyan Parimita
  • 2 years ago

ପ୍ରଥମେ ହଡ଼ପ, ପରେ ଦୋଷ ଲୁଚାଇବାକୁ ଚାଉଳ ବସ୍ତାରେ ଲଗାଇଦେଲେ ନିଆଁ...

ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି More
  • Prangyan Parimita
  • 2 years ago

କମ୍ପ୍ରମାଇଜ୍‌ ଚାହାନ୍ତି ହ୍ୟୁମାନ୍‌ ! ହେଲେ ପ୍ରେସମିଟ୍‌ କରି ପତ୍ନୀ କଥା ବିଗାଡ଼ୁଥିବା କହିଲେ . .

ମଦ୍ୟପାନ କରି ବାଡେଇବା କଥାକୁ ହ୍ୟୁମାନ ସାଗରଙ୍କ ଖଣ୍ଡନ More
  • Pramod Behera
  • 2 years ago

ବିନା ପରୀକ୍ଷାରେ ନୌସେନାରେ ଚାକିରି; ମହିଳାମାନେ ବି କରିପାରିବେ ଆବେଦନ

ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ। More
  • Rajalaxmi Sahoo
  • 2 years ago

କଟକରେ ଆକ୍ୱାଗାର୍ଡ ବି ନକଲି, ବିପୁଳ ପରିମାଣରେ ଆକ୍ୱାଗାର୍ଡ ମେସିନ ଓ ନକଲି ଯନ୍ତ୍ରାଂଶ ଜବତ

କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।  More
  • Rajalaxmi Sahoo
  • 2 years ago

ହକି ତାରକାଙ୍କ ଘରୁ ଚୋରି: ମେଡାଲ୍‌, ସୁନା ଅଳଙ୍କାର ସମେତ ମୂଲ୍ୟବାନ ସାମଗ୍ରୀ ଲୁଟ୍‌...

ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। More
  • Prangyan Parimita
  • 2 years ago

ୟୁଟ୍ୟୁବ୍‌ ବଦଳାଇଦେଲା ଭାଗ୍ୟ : ଜାତୀୟ ସ୍ତରରେ ସଫଳ ଖେଳାଳି ବନିଗଲେ ଉପାନ୍ତ ଅଞ୍ଚଳର ଜଣେ ଯୁବକ

ୟୁଟ୍ୟୁବରୁ ଦେଖିଲେ । ପୋଲିସ ଜିମକୁ ଗଲେ । ବଦଳିଗଲା ମାଲକାନଗିରିର ଯୁବକ ରାଜେଶଙ୍କ ଭାଗ୍ୟ । More
  • Prangyan Parimita
  • 2 years ago

ବନ୍ଧୁ ହେବ ତ ଏମିତି : ଜେସିକାଙ୍କୁ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି

ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା । More
  • Prangyan Parimita
  • 2 years ago

ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ହେଉନି : ଔଷଧ କିଣିବାକୁ ଅର୍ଥ ନାହିଁ, ସାହାଯ୍ୟ ଅପେକ୍ଷାରେ ଅଭାଗିନୀ ସ୍ତ୍ରୀ

ଜୀବନ ଜିଇଁବାକୁ ସଂଘର୍ଷ ! ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ଶିଶିର । କାହା ଜୀବନରେ କେତେବେଳେ ଦୁଃଖର ବାଦଲ ଘୋଟିଯିବ କହିପାରିବେ ନାହିଁ l   More
  • Rajalaxmi Sahoo
  • 2 years ago

‘ମଦ ପିଇ ହ୍ୟୁମାନ ମୋତେ ବହୁତ ପିଟନ୍ତି’ 

ଆଜି ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’। More
  • Rajalaxmi Sahoo
  • 2 years ago

ନୂଆ ରୂପରେ ପୁରୁଣା କାର୍‌: କେନ୍ଦୁଝର ରାଜାଙ୍କ ରାଜବାଟିରେ ଚାଲିଛି ରିମଡେଲିଂ

ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।  More
  • Rajalaxmi Sahoo
  • 2 years ago

ଆଜି ବଡ଼ ଖୁଲାସା କରିବେ ହ୍ୟୁମାନ ସାଗରଙ୍କ ପତ୍ନୀ !

ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍‌ମିଟ୍‌ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।  More
  • Chandan Shishu
  • 2 years ago

କାଲି ଗଣମାଧ୍ୟମ ସାମ୍ନାରେ କଣ ତଥ୍ୟ ରଖିବେ ଶ୍ରୀୟା

ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି। More
  • Prangyan Parimita
  • 2 years ago

ଆଖିକୁ ସିନା ଦେଖାଯାଉନି..ହେଲେ ମାଉଥ୍ ଅର୍ଗାନ୍ ବଜାଇବାରେ ମାଷ୍ଟର୍

କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି More
  • Prangyan Parimita
  • 2 years ago

ପଦାଧିକାରୀ ବୈଠକରେ ବିଜେପିର ରଣହୁଙ୍କାର : ପଞ୍ଚାୟତସ୍ତରରୁ ସରକାରକୁ ଘେରିବାକୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ

ଆବାସ, ମଣ୍ଡି ଓ ଆଇନଶୃଙ୍ଖଳା ନେଇ ଘେରିବ ବିଜେପି More
  • Prangyan Parimita
  • 2 years ago

ଦେଖିଲେ ହଠାତ୍ ଡରିଯିବେ : ଲାଗିବ ଏକ ବଡ଼ ସାପ ବନ୍ଧ ପରି ଶୋଇ ରହି ପାଣି ଅଟକାଉଛି, ହେଲେ

ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି More
  • Prangyan Parimita
  • 2 years ago

ପାହାଡ଼ ଚିରି ପର୍ଯ୍ୟଟକଙ୍କ ପାଇଁ ରାସ୍ତା ତିଆରିରେ କଲେ ଗାଁ ଲୋକେ

ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ। More