• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Train mishap in Balasore
ଗୁରୁତର ହୋଇ ବସ୍‌ରେ ଆସିଲେ, ଶବ ହୋଇ ଟ୍ରାକ୍ଟରରେ ଗଲେ

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

  • Saturday, 03 June 2023
breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 03 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 03 June 2023
Rs 10 Lakh in case of death,
ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।

Balasore Bahanaga Train Accident
Big Breaking: ଗୋଟିଏ ନୁହେଁ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ; ୫୦ ମୃତ, ୩୦୦ ଗୁରୁତର

ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।

  • Friday, 02 June 2023
Karamandal Express
କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ଓଲଟିପଡ଼ିଲା ଏକାଧିକ ବଗି

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରନ୍‌ଟି କରମଣ୍ଡଳ ଏକ୍ସପ୍ରେସ୍‌ ବୋଲି ଜଣାପଡ଼ିଛି ।

  • Friday, 02 June 2023
Lord Jagannath, SriMandir
୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ହନ୍ତସନ୍ତ ହେବେ ଭକ୍ତ..!

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

Odisha SriJagannath Banaprakalpa
ଏମିତି ସ୍ଥିତି ! ଗଛ ବଢ଼ୁ ନାହିଁ କି ଆଉ ଏ ପ୍ରକଳ୍ପ ପାଇଁ କୌଣସି ଯୋଜନା ନାହିଁ

ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

  • Friday, 02 June 2023
Odisha Accident
ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘଟଣା ! ଅକାରଣେ ଯାଉଛି ଜୀବନ...

ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।

Swimming training
ପୋଖରୀରେ ବୁଡିବେନି ପିଲା : ଦିଆଯାଉଛି ଟ୍ରେନିଂ

ଏଣିକି ପୋଖରୀରେ କି ନଈରେ ବୁଡିବେନି ପିଲା । ଦିଆଯାଉଛି ପହଁରା ତାଲିମ୍‌....ଯେତେ ପାଣି ଥିଲେ ବି ପହଁରିପାରିବେ ପିଲା

Postmaster
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?

mayurbhanj defended the by winning final match against angul
ଦୃଷ୍ଟିବାଧିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଟ୍ରଫି ଜିତିଲା ମୟୂରଭଞ୍ଜ

ବିଜୟ ଟିମ୍‌କୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।  

Commissionerate police busts women lootera gang in Bhubaneswar
ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଲୁଚେଇ ଚମ୍ପଟ ମାରୁଥିଲେ ଲେଡି ଲୁଟେରା ଗ୍ୟାଙ୍ଗ, ଧରାପଡ଼ିଗଲେ...

ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି।

Union Home Minister Amit Shah to visit Odisha on June 17
ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା

ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। 

Bakula woods
ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶଗଡ଼ରେ ଯାଉଛି ବଉଳ କାଠ

ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର।

spreads awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

Woman sleep
ରୋଡ୍‌ରେ ହାଇଡ୍ରାମା : ସ୍ୱାମୀ ଗାଡ଼ି ଆଗରେ ଶୋଇଲେ ସ୍ତ୍ରୀ

ବିଚ୍‌ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍‌ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।

  • Friday, 02 June 2023
Couple rob
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା।

Youth testifies
ବାପାଙ୍କ ପାପକର୍ମର ଗୁମର ଖୋଲିଲା ପୁଅ, ଜଜ୍‌ଙ୍କ ସାମ୍ନାରେ ସବୁ ସତ ଓଗାଳିଦେଲା

ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ବାପା । ସବୁ ଦେଖିଥିଲା ପୁଅ...ପୋଲିସକୁ ଫୋନ୍‌ କଲା, ସବୁ ସତ ଓଗାଳି ଦେଲା । ଏବେ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସାକ୍ଷୀ ଦେବା ପରେ ବାପାକୁ ୧୦ ବର୍ଷ ହେଲା ଦଣ୍ଡାଦେଶ।

OJEE
ପ୍ରକାଶ ପାଇଲା OJEE ରେଜଲ୍ଟ, ବି-ଫାର୍ମରେ ସୌରଭ ପତି ଟପ୍ପର

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

CDPO demands bribe from Anganwadi aspirant in Odisha, audio goes viral
‘ଚାକିରି କରିବୁ ଆଉ କିଛି ଦବୁନି କି ?’...ଆଶାୟୀ ଅଙ୍ଗନବାଡ଼ି ପ୍ରାର୍ଥୀଙ୍କୁ ଟଙ୍କା ମାଗୁଛନ୍ତି ସିଡିପିଓ

ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।

prisoner flees from hospital during treatment
ମହିଳା ବେଶରେ ଛୁ' ମାରିଲେ ବିଚାରାଧୀନ ବନ୍ଦୀ

ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି।

OJEE 2023 Results to be declared today
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 02 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 02 June 2023
Odisha Weather update
ତାତିରୁ ମିଳିବ ଆଶ୍ୱସ୍ତି ! ଆଉ ୫ ଦିନ କାଳବୈଶାଖୀ

ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

King Kohli's dream of an IPL crown has been dashed again
ପୁଣି ଅଧୁରା ରହିଗଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ସ୍ୱପ୍ନ

ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ।