
ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।
ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।
ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।
ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।
ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।
ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।
ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା
ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍
ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’
ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା
ପ୍ରାଣ ବିକଳରେ ଟ୍ରେନ୍ରୁ ଓହ୍ଲାଇଗଲେ ଯାତ୍ରୀ
ଝିଅ ଅପରେସନ୍ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍ ବାଲେଶ୍ୱର ପାଖରେ ଟ୍ରାକ୍ରୁ ଖସିଲା ଟ୍ରେନ୍ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ
କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...
କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି।