ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ।
ଚାଟ୍ ୱିଣ୍ଡୋ ଓପନ୍ ହେବା ପରେ ଆପଣ ଆପଣଙ୍କ ୧୦ ଅଙ୍କ ବିଶିଷ୍ଟ ପିଏମ୍ ଆର ନମ୍ବର ଦେବାକୁ ହେବ । ପରେ ଆପଣ ଟ୍ରେନ୍ର ଯାତ୍ରା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ।
କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।
ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
୨ ପର୍ଯ୍ୟାୟ ପରେ ପୁଣି ୨୪ ବିଧାୟକଙ୍କ ସହ ନବୀନଙ୍କ ବୈଠକ ଚର୍ଚ୍ଚା । ଭେଟି ନଥିବା ନେତାଙ୍କ ଟିକେଟ୍ କାଟ୍ ନେଇ କଳ୍ପନାଜଳ୍ପନା ।
ମହାକାଶ ଗବେଷଣା, ଟେକ୍ନୋଲୋଜି, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁରକ୍ଷା ସମେତ ବିଶ୍ୱର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଦ୍ୱିପାକ୍ଷିକ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଉଭୟ ରାଷ୍ଟ୍ରମୁଖ୍ୟ ।
ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।
ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।
ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀର ପ୍ରବେଶ । ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ କଟକ, ଭୁବନେଶ୍ୱର । ପଦାରେ ପଡ଼ିଲା ଟୁଇନ୍ ସିଟି ପ୍ରଶାସନର ଢିଲା ପ୍ରସ୍ତୁତି
ଗତକାଲି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିଛି ସାରା ବିଶ୍ୱ । ଏହି ଅବସରରେ ଅନେକ ଲୋକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ପଶୁ ଯୋଗ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।
ନିଖୋଜ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ପାଇଲଟଙ୍କ ପତ୍ନୀ ୱେଣ୍ଡି ରୁଷ । ଯିଏ କି ଜଣେ ଆମେରିକୀୟ ଦମ୍ପତିଙ୍କ ବଂଶଧର । ୱେଣ୍ଡି ରୁଷ ରିଟେଲିଂ ମ୍ୟାଗ୍ନେଟ୍ ଇସିଡୋର ଷ୍ଟ୍ରସ୍ ଏବଂ ତାଙ୍କ ପତ୍ନୀ ଇଡାଙ୍କ ନାତୁଣୀ । ଯିଏ କି ଟାଇଟାନିକରେ ପ୍ରଥମ ଶ୍ରେଣୀ ଯାତ୍ରୀ ଭାବରେ ଯାତ୍ରା କରୁଥିଲେ ।
ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।
ଆମେ ଯେଉଁ କଥା କହୁଛୁ ତାହା ଏହାଠାରୁ ଟିକେ ଭିନ୍ନ । କାହାଣୀ ସମାନ, ଢ଼ଙ୍ଗ ବି ସମାନ । ହେଲେ କଲ୍ ରିସିଭ କରିଥିବା ବ୍ୟକ୍ତ କିନ୍ତୁ ଏଥର କୌଣସି ଯୁବକ ନୁହଁନ୍ତି। ସେ ଜଣେ ୭୨ ବର୍ଷିୟ ବୃଦ୍ଧ ।
ବିଜୟ ନିଜର ଅପକମିଙ୍ଗ ଫିଲ୍ମ ‘ଲିଓ’ ପାଇଁ ୨୦୦ କୋଟି ଟଙ୍କା ନେଉଛନ୍ତି ।
୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟଙ୍କା ବିଷୟରେ କୌଣସି ବି ଶ୍ରମିକ ଜାଣିନାହାନ୍ତି । କେଉଁଠୁ ଏହି ଟଙ୍କା ଆସିଲା, କିଏ ପଠାଇଲା, ତାହା ସେମାନଙ୍କୁ ଜଣାନାହିଁ ।
୧୦ ବର୍ଷ ହେବ ସ୍ତ୍ରୀକୁ ଖାଦ୍ୟରେ ନିଶା ମିଶାଇ ଦେହ ବ୍ୟବସାୟ କରୁଥିଲେ ସ୍ୱାମୀ । ସ୍ତ୍ରୀ ବେହୋସ ହେବା ପରେ ଅଜଣା ବ୍ୟକ୍ତିଙ୍କୁ ଘରକୁ ଡାକି ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲେ ।
ମନ୍ଦିରରେ ପହଞ୍ଚିବା ପୂର୍ବରୁ ଜୀବନ ନେଇଗଲା ଯମ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକେ ବାଗେଶ୍ୱର ତହସିଲ୍ର କପକୋଟ୍, ଶାମା ଓ ଭନାର୍ର ବୋଲି କୁହାଯାଉଛି ।
ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍।
ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ ମୌସୁମୀ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।