• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

‘Chhera Pahanra’ ritual of sibling deities’ in Ganjam
ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା

Schools reopen after summer vacation in Odisha
ବାହାନଗା ହାଇସ୍କୁଲରେ ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।

Puri Rath Jatra
ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ; ଅଧାବାଟରୁ ଦର୍ପଦଳନ ଓ ନନ୍ଦିଘୋଷକୁ ଟାଣିନେଲେ ଶ୍ରଦ୍ଧାଳୁ

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ।

Suchetna
କାହିଁକି ଲିଙ୍ଗ ପରିବର୍ତ୍ତନ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁଚେତନା ?

ନିକଟରେ ସୁଚେତନା ଏକ ଏଲ୍‌ଜିବିଟିକ୍ୟୁ (Lesbian, gay, bisexual, and transgender) କର୍ମଶାଳାରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା ସେଠାରେ କହିଥିଲେ।

Power Cut
ସରକାରଙ୍କ ପୋଲ ଖୋଲିଦେଲା ଗ୍ରୀଡ୍‌କୋ ! ବଳକା ନୁହେଁ, ପାଉନି ବୋଲି କଟୁଛି ଲାଇନ୍

ବଳକା ନୁହେଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନିଅଣ୍ଟିଆ । ଟ୍ରିପ୍ ନୁହଁ, ପିକ୍ ଆୱାରରେ ସଟେଜରୁ ହେଉଛି ବିଦ୍ୟୁତ୍ କାଟ୍ ।

CM Naveen Patnaik, BJD
ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ?

ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍‌ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି ।

Failure of chariots to reach Gundicha temple same day raises several questions
କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ?

ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ?

Elon Musk
ଭାରତ ଆସିବେ ଏଲନ୍, ଆମେରିକାରେ ମୋଦିଙ୍କୁ ଭେଟିବା ପରେ ଦେଲେ ସୂଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।

Sourin Bhatt
ଯୌନ ଶୋଷଣ ମାମଲା: ସିଙ୍ଗର ସୌରିନ ଭଟ୍ଟଙ୍କୁ ଧରିବାକୁ କୋଲକତା ଗଲା କମିଶନରେଟ ପୋଲିସ

ଏତଲା ପରଠାରୁ ବାୟବ ଅଛନ୍ତି ଗାୟକ ସୌରୀନ ଭଟ୍ଟ । ସୌରୀନଙ୍କ କୋଲକାତା ସ୍ଥିତ ଘରକୁ ଯିବ ପୋଲିସ ।

Ramayan director ramanand sagar real name  and his struggle life
ଚନ୍ଦ୍ରମୌଲି ଚୋପ୍ରାରୁ ରାମାନନ୍ଦ ସାଗର; କେବେ ସାଜିଛନ୍ତି ଟ୍ରକ୍ ହେଲ୍‌ପର୍ କେବେ ପିଅନ୍

‘ଆଦିପୁରୁଷ’କୁ ନେଇ ବିବାଦ ଭିତରେ ରାମାନନ୍ଦ ସାଗର ଏବେ ପୁଣି ମନେପଡିଛନ୍ତି। 'ରାମାୟଣ' ତିଆରି କରିଥିବା ଏହି ରାମାନନ୍ଦ ସାଗର କିଏ? ସେ କିପରି ସଂଘର୍ଷ କରି ଏହି ସ୍ଥାନକୁ ଯାଇପାରିଲେ। ତାଙ୍କର ପ୍ରକୃତ ନାଁ କ’ଣ? ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା।

SSB Odisha recruitment 2023
SSB Odisha Recruitment: ଓଡ଼ିଶାରେ ସରକାରୀ ଚାକିରି; ନିଯୁକ୍ତି ପାଇବେ ୫୫୫ ଶିକ୍ଷକ; ଦରମା ୧.୪୨ ଲକ୍ଷ

SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।

Murder In Cricket Match
କ୍ରିକେଟ ଖେଳରୁ ହତ୍ୟା ! କାହିଁକି ଆଉଟ୍ କଲୁ କହି ଦୁଇ ଭାଇ ମିଶି ନାବାଳକର ତଣ୍ଟି ଚିପିଦେଲେ

ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁଇ ଅଭିଯୁକ୍ତ ।

Cuttack
କଟକରେ ବି ଏମିତି ସ୍ଥିତି ! ଟ୍ରଲିରେ ବୁହାହେଲା ଶବ

ଏଠି ପ୍ରଶ୍ନ ଉଠୁଛି, ଶବ ପଡି ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ସତ୍କାର କରାଗଲାନି କାହିଁକି । 

Egg Hurled
ଅଘୋଷିତ ବିଦ୍ୟୁତ୍‌କାଟକୁ ବିରୋଧ କରି ଅଫିସକୁ ଅଣ୍ଡାମାଡ଼

ବିଦ୍ୟୁତ ବିଭାଗ ଅଫିସ ଉପରକୁ କଲେ ଅଣ୍ଡା ଓ ଟମାଟ ମାଡ଼ । ଆସନ୍ତା ୨୭ରେ ସବୁ ଜିଲ୍ଲାରେ ବିଦ୍ୟୁତ୍ ଅଫିସ୍ ଘେରିବ କଂଗ୍ରେସ ।

SJTA Chief Ranjan Das
ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !

ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି।

Superstition
ଝିଅରୁ ପୁଅ କରିଦେବ କହିଲା ତାନ୍ତ୍ରିକ; ପାଣିରେ ବୁଡ଼ାଇ ତଣ୍ଟି କାଟିଦେଲା

ଲିଙ୍ଗ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇ ଜଙ୍ଗଲ ଭିତରକୁ ଝିଅକୁ ନେଇଗଲା ତାନ୍ତ୍ରିକ । ତା’ପରେ..

Viral Video
ଅଦ୍ଭୁତ ମଦ୍ୟପ ! ମଦ ପିଇଲେ, ପୁଣି ବିପଦପୂର୍ଣ୍ଣ ସାଇନବୋର୍ଡ ଉପରେ ଚଢ଼ି ପୁସ୍‌ଅପ୍‌ ମାରିଲେ.. ଦେଖନ୍ତୁ ଭିଡିଓ

ଇଏ ସେହି ସାଇନ୍‌ବୋର୍ଡ ଯାହାକି ରାସ୍ତା ଉପରେ ଲାଗିଥାଏ ଏବଂ ଏଥିରେ କେଉଁ ସ୍ଥାନକୁ କେତେ କିଲୋମଟର ଲେଖାଯାଇଥାଏ ।

International Yoga Day 2023: The celebreties keep themselves fit with yoga
International Yoga Day 2023: ଯୋଗ ଦିବସରେ ଯୋଗ କଲେ ବଲିଉଡ୍‌ ସୁନ୍ଦରୀ

ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।

Ratha Jatra
ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ତାହା ସ୍ପଷ୍ଟ କରିନି ପ୍ରଶାସନ ।

special story
ଟଙ୍କାକର ଖର୍ଚ୍ଚ ନାହିଁ, ମାଗଣାରେ ପଞ୍ଚତାରକା ହୋଟେଲରେ ଦୁଇ ବର୍ଷ ରହିଲେ ଯୁବକ

ହୋଟେଲ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ, ୫୮ ଲକ୍ଷର ବିଲ୍‌ ନଦେଇ ଫେରାର ହୋଇଗଲେ ।

Shubman Gill
ରୋହିତଙ୍କ ପରେ ଗିଲ୍‌ ହୋଇପାରନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ, ଏମିତି କହିଲେ..

ଶୁବମନ୍‌ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ  ।

Virat Kohli
ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ୧୨ ବର୍ଷ; ପ୍ରଶଂସକଙ୍କୁ ଜଣାଇଲେ କୃତଜ୍ଞତା

କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮ ଶତକ ସହ ୮୪୭୯ ରନ୍‌ ସଂଗ୍ରହ କରିଛନ୍ତି ।

Honduras Jail
ଜେଲ୍‌ ଭିତରେ ଭୟଙ୍କର ଦଙ୍ଗା : ୪୧ ମହିଳା କଏଦୀଙ୍କୁ ହତ୍ୟା

କାହାକୁ ଗୁଳି ମାରିଦେଲେ ତ କାହାକୁ ପୋଡ଼ିଦେଲେ । ହୋଣ୍ଡୁରସ୍‌ରେ ଥିବା ଜେଲରେ ଭୟଙ୍କର ହିଂସାକାଣ୍ଡ ଘଟିଛି ।

Elephant Menace
ଗାଁରେ ବୁଲୁଛନ୍ତି ଜଙ୍ଗଲୀ ହାତୀ; କେଉଁଠି ଲୋକଙ୍କୁ ମାରିଲେଣି ତ କେଉଁଠି ଘର ଦ୍ୱାର ଭାଙ୍ଗିଲେଣି

ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ।

murder
ଚାଞ୍ଚଲ୍ୟ : ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା !

ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ।