ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟଙ୍କା ବିଷୟରେ କୌଣସି ବି ଶ୍ରମିକ ଜାଣିନାହାନ୍ତି । କେଉଁଠୁ ଏହି ଟଙ୍କା ଆସିଲା, କିଏ ପଠାଇଲା, ତାହା ସେମାନଙ୍କୁ ଜଣାନାହିଁ ।
୧୦ ବର୍ଷ ହେବ ସ୍ତ୍ରୀକୁ ଖାଦ୍ୟରେ ନିଶା ମିଶାଇ ଦେହ ବ୍ୟବସାୟ କରୁଥିଲେ ସ୍ୱାମୀ । ସ୍ତ୍ରୀ ବେହୋସ ହେବା ପରେ ଅଜଣା ବ୍ୟକ୍ତିଙ୍କୁ ଘରକୁ ଡାକି ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲେ ।
ମନ୍ଦିରରେ ପହଞ୍ଚିବା ପୂର୍ବରୁ ଜୀବନ ନେଇଗଲା ଯମ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକେ ବାଗେଶ୍ୱର ତହସିଲ୍ର କପକୋଟ୍, ଶାମା ଓ ଭନାର୍ର ବୋଲି କୁହାଯାଉଛି ।
ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍।
ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ ମୌସୁମୀ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।
ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ମହିଳାଙ୍କ ଚିତ୍କାର ଯେପରି କାହାକୁ ନଶୁଭିବ, ଏନେଇ ଆକ୍ରମଣକାରୀମାନେ ଜୋର୍ରେ ମ୍ୟୁଜିକ୍ ଲଗାଇଥିଲେ।
ଆପ୍ରେଣ୍ଟିସ୍ ଟ୍ରେନି ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଡିନର୍ରେ ଯୋଗ ହେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ଏହି ଡିନର୍ ପାର୍ଟି ହୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି।
ବାଇଡେନ ଦମ୍ପତିଙ୍କୁ ମୋଦି ଭେଟିବା ବେଳେ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବ୍ୟକ୍ତିଗତ ବନ୍ଧୁତାର ନିଦର୍ଶନ । ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟ୍ର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି ମୋଦି ।
କର୍ମ ସହିତ ଭାଗ୍ୟ ଥିବା ନିହାତି ଆବଶ୍ୟକ। ବାସ୍ତୁ ଦୋଷ ଥିଲେ ଆମର ଭାଗ୍ୟର ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ଏବେ ଜାଣିବା ଗୃହ ନିର୍ମାଣରେ କ’ଣ ତୃଟି ଥିଲେ ଏହି ବାସ୍ତୁ ଦୋଷ ଉପୁଜିଥାଏ ଏବଂ ଯାହା ଗୃହବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ ।
ଗାୟକ ହନି ସିଂଙ୍କୁ ଜୀବନରୁ ମାରି ଦେବାକୁ ଧମକ । କାନାଡ଼ାର ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଦିଲ୍ଲୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ହୋଟେଲ୍ରେ ଚାଲିଥିଲା ସେଲିବ୍ରେସନ୍। ହଠାତ୍ ହେଲା ଭୟଙ୍କର ଗ୍ୟାସ୍ ବିସ୍ଫୋରଣ। ବୁଧବାର ରାତି ୮ଟା ୪୦ରେ ରାଜଧାନୀ ୟିନ୍ଚୁଆନ୍ରେ ଥିବା ବାର୍ବିକିୟୁ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା।
ଆଜିକାଲି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।
ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା PCR ।
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁଆର ବାସିନ୍ଦା ଆଶନା ଚୌଧୂରୀ UPSC CSE 2022 ପରୀକ୍ଷାରେ ସଫଳତା ପାଇଁ ଏହା କରି ଦେଖେଇଛନ୍ତି। ତାଙ୍କ ରୂପ ଦେଖିଲେ ଆପଣ ବି ପାଗଳ ହୋଇଯିବେ।
ସମୁଦ୍ରରୁ ଆରମ୍ଭ କରି ଉତ୍ତୁଙ୍ଗ ହିମାଳୟରେ ଦେଖିବାକୁ ମିଳିଛି ଯୋଗାଭ୍ୟାସ। ସାଧାରଣ ଲୋକଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସମସ୍ତେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ କରିଛନ୍ତି ଯୋଗାଭ୍ୟାସ ।
ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା।
ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା