• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

loot
ତନ୍ତ୍ରମନ୍ତ୍ରର ଆଳରେ ଆସିଲେ ନାଗା ବାବା, ସୁନା ନେଇ ଚମ୍ପଟ ମାରିଲେ

ନାଗା ବାବା ଲୁଟି ନେଲେ ସୁନା । ଅଭିଯୁକ୍ତ ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ।

Vacancy for constable drivers in indo Tibetan border police force
ITBP Job: ଭାରତ ସରକାରରେ ଚାକିରି ଖୋଜୁଛନ୍ତି କି; ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ଭର୍ତ୍ତିହେବେ ୪୫୮ ଜଣ

ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ମିଳିବ ନିଯୁକ୍ତି। ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।

Ratha Jatra
ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ; ଦକ୍ଷିଣ ମୋଡ଼ ନେଉଛି ମହାପ୍ରଭୁଙ୍କ ତିନି ରଥ

ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି ।

Building Collapse
ପ୍ରବଳ ବର୍ଷା : ମୁମ୍ବାଇରେ ଭୁଶୁଡ଼ିଲା ୩ ମହଲା କୋଠା, ଫସିଛନ୍ତି ୨ ଜଣ

୪ ଜଣ ସୁରକ୍ଷିତ ଉଦ୍ଧାର, ୨ ଜଣ ଏବେ ବି ଫସି ରହିଛନ୍ତି । ଘଟଣାସ୍ଥଳରେ NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ କୋଠାର କିଛି ଅଂଶ ଭୁଶୁଡ଼ିଲା ।

Orange Alert
ପ୍ରବଳରୁ ଅତି ପ୍ରବଳ ବର୍ଷିବ ! ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କେଉଁ କେଉଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି, ଦେଖି ନିଅନ୍ତୁ ତାଲିକା...

cremates abandoned body
ପୋକ ସାଲୁବାଲୁ ଶବକୁ ଦାହ କଲେ ସରପଞ୍ଚ

ଏମିତି ସରପଂଚଙ୍କୁ ସାଲ୍ୟୁଟ୍‌ । ଘର ଭିତରେ ଶବରେ ସାଲୁବାଲୁ ହେଉଥିଲେ ପୋକ ...ଗନ୍ଧରେ କେହି ପାଖ ମାଡୁନଥିଲେ । ବାସ୍‌ ଏଇ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ସରପଞ୍ଚ । କାନ୍ଧରେ ଶବ କାନ୍ଧେଇଲେ...ଶ୍ମଶାନ ନେଇ ସଂସ୍କାର କଲେ

mango farming
ବାଡିରେ ଫଳିଛି ନିଆରା ଆମ୍ବ : କିଲୋ ପିଛା ଦର ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ

Pooja bhatt shares her pain on why she is not having baby
୨୦ ବର୍ଷ ହେଇଗଲା ପୂଜା ଭଟ୍ଟଙ୍କ ବିବାହ, ହେଇପାରିଲେ ନାହିଁ ମା’; କହିଲେ ଦୁଃଖ

ଆଲିଆ ଭଟ୍ଟଙ୍କ ସାବତ ଭଉଣୀ ପୂଜା ଭଟ୍ଟ ଏପର୍ଯ୍ୟନ୍ତ ମା’ ହେବାର ଏହି ସୁଖ ପାଇ ନାହାଁନ୍ତି। ଏନେଇ ସେ ତାଙ୍କର ଏହି ଯନ୍ତ୍ରଣାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଜାଣନ୍ତୁ ଏହା ପଛର କାହାଣୀ।

Bhadrak Police Station
ଥାନାରେ ଖତ ଖାଉଛି ହଜାର ହଜାର ଗାଡ଼ି : ଦାବିଦାର କିନ୍ତୁ କେହି ନାହାନ୍ତି

ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍‌ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ

Lord Shiva’s temple
ପ୍ରତିଦିନ ବଢୁଛି ଶିବ ଲିଙ୍ଗ : ପାତାଳ ରାସ୍ତାରେ କାନ ଦେଲେ ଶୁଭୁଛି ଭୟଙ୍କର ଗର୍ଜନ

ବିଶ୍ୱାସର କଥା : ପ୍ରତିଦିନ କମୁଛି ବଢୁଛି ଶିବଲିଙ୍ଗ । ପୁଣି ପାତାଳ ରାସ୍ତାରେ କାନ ପାରିଲେ ଶୁଭୁଛି ଭୟଙ୍କର ଗର୍ଜନ । ପଥର ଦ୍ୱାର ଖୋଲିଥିଲେ ବୋଲି ଜଣେ ବାବାଜୀଙ୍କର ଯାଇଥିଲା ପ୍ରାଣ । ଏବେ ମନ୍ଦିରର ବିକାଶ ଲାଗି ଜୋର ଧରିଲାଣି ଦାବି

BJD leader Anubhav Patnaik takes a jibe at MLA Soumya Ranjan Patnaik
ମନ୍ତ୍ରୀ ହେବା ଲାଳସାରେ ସୌମ୍ୟ ବାବୁ ଏଭଳି ମନ୍ତବ୍ୟ ଦେଉଛନ୍ତି: ବିଜେଡି ନେତା ଅନୁଭବ ପଟ୍ଟନାୟକ

ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍‌ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି।

Yoga Day
ମଣିଷ ନୁହେଁ କୁକୁର ଯୋଗ ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ଖାଲି ମଣିଷ ନୁହେଁ ବରଂ କୁକୁର ବି କଲା ଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...ତାଜୁବ ହେଲେ ୟୁଜର୍ସ

Fish farmers
ଭୟଙ୍କର ! ସକାଳେ ଫକଫକ ଖେଳୁଥିଲେ, ସଂଧ୍ୟାରେ ମରି ପଡିଲେ

ଏମିତି କେମିତି ହେଲା? ସକାଳେ ଫକ୍‌ଫକ୍‌ କିନା ଡେଉଁଥିଲେ, ସଂଧ୍ୟାରେ ମରିପଡିଲେ । ଆଖି ସାମ୍ନାରେ ଚାଷ ଉଜୁଡିଯିବାରୁ ପୋଖରୀ ହୁଡାରେ ବସି ଭୋ ଭୋ କାନ୍ଦିଲେ ଚାଷୀ ।

Bollywood film producer kuljeet pal passes away
ବଲିଉଡ୍‌କୁ ପୁଣି ଦୁଃଖ: ଚାଲିଗଲେ ଚଳଚ୍ଚିତ୍ର ନିର୍ମାତା; ରେଖାଙ୍କୁ ଦେଇଥିଲେ ସୁଯୋଗ

ଭେଟେରାନ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କରରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

Why so much security to 5T Secretary questions MP Aparajita Sarangi
5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ପ୍ରଶ୍ନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ...

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପରୋକ୍ଷରେ ପୁଣି 5T ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି।

Father Need Help
ପୁଅ ପାଇଁ ନିଜେ ଉପବାସ ରହୁଥିଲେ...ଏବେ ବୁଢା ବାପାଙ୍କୁ ପାଦରେ ଏଡାଇ ଦେଲା ପୁଅ

କଳିଯୁଗର କୁଳାଙ୍ଗାର ପୁଅ । ପାଠ ପଢାଇବାକୁ ବାପା-ମାଆ ପେଟରେ ଓଦାକନା ଦେଉଥିଲେ..ଭାବିଥିଲେ ଚାକିରି କରିବା ପରେ ଦୁଃଖ ଯିବ । ଏବେ ଚାକିରି କରିବା ପରେ କୋଠାବାଡି ସବୁ ତିଆରି କଲା, ହେଲେ ବାପା ମାଆଙ୍କୁ ପଚାରୁନି । ଏଇ ସାଇକେଲ ଦୋକାନରେ ସକାଳେ ଖଟିଲେ ସଂଧ୍ୟାରେ ଜଳିବ ଚୁଲି

woman skeleton found in septic tank after 3 years of missing
ନିଖୋଜର ୩ ବର୍ଷ ପରେ ସେପ୍ଟିକ୍‌ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ

ନିଖୋଜର ୩ ବର୍ଷ ପରେ ସେପ୍ଟିକ୍‌ ଟ୍ୟାଙ୍କରୁ ମିଳିଲା ମହିଳାଙ୍କ କଙ୍କାଳ। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଛି।

Soumya Ranjan Patnaik
ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କ’ଣ ?

ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି ।

PM Modi Egypt Visit
'ଶୋଲେ' ଫିଲ୍ମର ଫେମସ୍‌ ଗୀତ ଗାଇ ମୋଦିଙ୍କୁ ସ୍ୱାଗତ କଲେ ଇଜିପ୍ଟ ତରୁଣୀ

ମୋଦିଙ୍କ ୨ ଦିନିଆ ଇଜିପ୍ଟ ଗସ୍ତରେ ମୁଖ୍ୟ ଆକର୍ଷଣ ରହିଥିଲା ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।

Odisha first farmers market in Angul turns into ghost building
ମାଡ଼ି ଗଲାଣି ଗଛ, ଭାଙ୍ଗି ଯାଇଛି ଘର...ଭୂତ କୋଠି ପାଲଟିଛି ଓଡ଼ିଶାର ପ୍ରଥମ କୃଷକ ବଜାର

ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି। 

Mid Day Meal Scam
ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଭାତ ଓ ତରକାରୀ ବଦଳରେ ଦିଆଗଲା ମୁଢ଼ି

ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢି ଓ ଡାଲି ଖାଇବାକୁ ଦିଆଯିବାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Special Story
ବର୍ଲିନରେ ଚମକିଲେ ବଲାଙ୍ଗିର ପୁଅ; ଦେଶ ପାଇଁ ଆଣିଲେ ସିଲଭର୍‌ ମେଡାଲ୍‌

ଏଥର ବର୍ଲିନ ଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ ବିଶ୍ୱକ୍ରୀଡାରେ ଭାରତ ପାଇଁ ସର୍ଟପୁଟରେ ସିିଲଭର ମେଡାଲ ଆଣିଛନ୍ତି ବୈଷ୍ଣବ ରାଜପଲିଆ ।

Success story of b abdul nasar who grew up in orphanage become ias
Success Story: ଭାଗ୍ୟ ଦେଲା ସାଥ୍: ଦିନେ ଥିଲେ ହୋଟେଲ୍ କ୍ଲିନର୍, ଏବେ IAS ଅଫିସର୍

IAS ଅଫିସର୍ ହେବା କଷ୍ଟ ତାହା ଆପଣ ଭଲ ଭାବେ ଜାଣିଥିଲେ। ଜଣେ ଅନାଥ ଆଶ୍ରମରେ ପାଳନ ପାଳନ ହୋଇ ଏହି ପଦବୀ ହାସଲ କରିବା କଥା ଭାବିଲେ ନିଶ୍ଚବ ଅବିଶ୍ୱାସ ଲାଗେ। କିନ୍ତୁ ଏହା କରି ଦେଖେଇଛନ୍ତି ଅବଦୁଲ୍।

4 People arrested in Khordha contractor murder case
ଡକାୟତଙ୍କ ଡକାୟତି ସମ୍ପର୍କରେ ଜାଣିଦେଲେ ଠିକାଦାର, ସବୁଦିନ ରାସ୍ତାରୁ ହଟାଇ ଦେଲେ...

ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକରେ ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି।

Unused building
ମଦୁଆଙ୍କ ଲାଗି କୋଠା ଘର ତିଆରି କଲେ ସରକାର !

ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ