• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୫ମୀ ରାତ୍ରି ୦୭.୫୪ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୦୫ ରୁ ୦୬.୫୮

ଦିବା ୧୨.୧୫ ରୁ ୦୨.୫୩

ସନ୍ଧ୍ୟା ୦୬.୨୪ ରୁ ୦୮.୩୪

ରାତ୍ରି ୧୨.୫୩ ରୁ ୦୩.୦୩

ରାତ୍ରି ୦୩.୪୬ ରୁ ୦୫.୧୩

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୯ ରୁ ୧୧.୪୮

କାଳବେଳା – ଦିବା ୧୦.୦୯ ରୁ ୧୧.୪୮

ବାରବେଳା – ଦିବା ୦୮.୩୦ ରୁ ୧୦.୦୯

କାଳରାତ୍ରି – ରାତ୍ରି ୦୯.୦୬ ରୁ ୧୦.୨୭