ଲୁପ୍ ଲାଇନରେ ଛିଡା ହୋଇଥିବା ମାଲ୍ବାହୀ ଗାଡ଼ିକୁ ଆଉ ଏକ ମାଲ୍ବାହୀ ଗାଡ଼ି ଧକ୍କା ଦେଇଛି। ବାଙ୍କୁଡ଼ା ଓଣ୍ଡାଗ୍ରାମ୍ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଆଜିକାଲି ଜଣେ ପୋଲିସ୍ ବାବୁ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ଆପଣ ଭାବୁଥିବେ ସେ ତାଙ୍କ ପୋଲିସଗିରିରେ ଏହି ନାଁ କମେଇଛନ୍ତି। କିନ୍ତୁ ନା… ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଦେଖନ୍ତୁ ତାଙ୍କ ଜବରଦସ୍ତ ନାଚ…
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଯଦି ଆପଣ ଆଜିର ଦିନରେ କିଛି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଜାଣିନିଅନ୍ତୁ ଶୁଭ-ଅଶୁଭ ସମୟ ।
ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।
ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ହେବ।
ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ
ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।
ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି ।
ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?
ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ।
ସୋଲାର, ପିକ୍ ଓ ନର୍ମାଲ ଆୱାର ଆଧାରରେ ଲାଗୁ ହେବ ଦେୟ ...କେନ୍ଦ୍ରର ନୂଆ ନିୟମକୁ ଗ୍ରାହକଙ୍କ ନାପସନ୍ଦ
ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଆସନ୍ତା ୨୭ ତାରିଖ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?
ସାମ୍ନାକୁ ଆସିଲା କଙ୍ଗନାଙ୍କ ଅଭିନୀତ ‘ଏମର୍ଜେନ୍ସୀ’ ର ପ୍ରଥମ ଟିଜର। ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଶୁଣିବାକୁ ମିଳିଲା କଙ୍ଗନାଙ୍କ ଦମ୍ଦାର୍ ଡାଏଲଗ୍। ଜାଣନ୍ତୁ କେବେ ହେବ ରିଲିଜ୍।
ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।
ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଯଦି ଆପଣ ସାଧାରଣ ବଗିରେ କୌଣସି ସ୍ଥାନକୁ ଯାଉଥା’ନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଭାରତୀୟ ରେଳ ପକ୍ଷରୁ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଛି ଘୋଷଣା କରାଯାଇଛି ।
ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମମୂର୍ତ୍ତି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ ।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି ।
‘ଆଦିପୁରୁଷ’କୁ ନେଇ ଚାରିଆଡେ ବିବାଦ। ଏହାରି ଭିତରେ ପ୍ରଭାସ ତାଙ୍କ ଇଟାଲୀ ଘରକୁ ଭଡାରେ ଦେଇଛନ୍ତି। ଏହି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି।