• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bridge Problem
ଟେଣ୍ଡର ହେଲା... ସେତୁ ହେଲାନି...ବର୍ଷା ହେଲେ ରାସ୍ତା ବନ୍ଦ

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

Woman abandoned by children
ଦୁଇ ପୁଅ ଝଗଡା ଲାଗିଲେ...ମାଆକୁ ହତାଦର କଲେ...ଏବେ ଭୋକରେ କାନ୍ଦୁଛି ବୁଢୀ ମାଆ

ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ

Chandrayaan-3
ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।

abhishek bachchan joining akhilesh yadav samajwadi party
ଏହି ପାର୍ଟିରେ ଯୋଗଦେବେ ଅଭିଷେକ ବଚ୍ଚନ; ୨୦୨୪ ନିର୍ବାଚନ ଲଢିବେ!

ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।

Youth Death
ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ

ମୁକୁଳା ଡ୍ରେନରେ ଖସି ପଡି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ରାଜସ୍ଥାନର ରାହୁଲ ।

5T school
ଅଜବ ସ୍କୁଲ : ସ୍କୁଲରେ ଅଛନ୍ତି ଖାଲି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ

ଏଇଟା କାଳେ ୫-ଟି ସ୍କୁଲ । ହିନ୍ଦୀ, ସଂସ୍କୃତ ଛଡା ଆଉ କିଛି ପଢାଯାଉନି । ଏମିତି ହେଲେ ପରୀକ୍ଷାରେ ଗଣିତ ପରୀକ୍ଷାରେ ପିଲା ଲେଖିବେ କଣ?

A teacher who is giving education by dancing the music
ଶିକ୍ଷାର ନୂଆ ଦିଗ ଜିତେନ୍ଦ୍ର ଶାର୍ଦ୍ଦୁଲ; ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି ଗରିବ ପିଲା

ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍‌ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।

Earthquake
ଆମେରିକା ଆଲାସ୍କାରେ ଶକ୍ତିଶାଳୀ ଭୂକଂପ ଝଟକା

ଆମେରିକାରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ।

Bear attack
ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଆକ୍ରମଣର ଶିକାର

exam
ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ଚଢ଼ାଉ; ୧୦ ଗିରଫ

ପଶ୍ଚିମବଙ୍ଗ ଦୀଘାରେ ଜଣେ ମହିଳା ସମେତ ୧୦ ଦଲାଲ ଗିରଫ

Mumbai
୨୦ ବୁଲା କୁକୁରଙ୍କୁ ମିଳିଲା ଆଧାର କାର୍ଡ, ହେଲେ କାହିଁକି ?

ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ

Momo Challenge
ଥରକେ ଖାଇଦେଲେ ୧୫୦ ମୋମୋ; ଛଟପଟ ହୋଇ ଚାଲିଗଲା ଜୀବନ

ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।

Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ

ADR report
ଓଡ଼ିଶାର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା....

ରିପୋର୍ଟ ପ୍ରକାଶ କଲା ଏଡିଆର । ଜଣେ MLAଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି ।

 mineral smuggling
ଚୋରା ବାଲିଚାଲାଣକୁ ବିରୋଧ କଲେ ମାଡ଼ !

ନିଇତି ରାତିରେ ଶହଶହ ଟ୍ରିପ୍‌ ବାଲି ଚୋରାଚାଲାଣ କରୁଛନ୍ତି ମାଫିଆ । ୭ ଏକର ଜାଗାକୁ ପୂରା ଖୋଳ କରିଦେଲେଣି କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଗାଁ ଲୋକ ବିରୋଧ କରିବାରୁ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ

Air India
ଚାପୁଡ଼ା ମାରିଲେ, ମୁଣ୍ଡକୁ ଝିଙ୍କି ପକାଇଲେ : ଏୟାର ଇଣ୍ଡିଆ ଫ୍ଲାଇଟରେ ସିନିୟର୍‌ ଅଫିସରଙ୍କୁ ଯାତ୍ରୀଙ୍କ ଆକ୍ରମଣ

ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।

Panchang
Panchang Today 16th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – ବୃଷ ଦିବା ୧୧.୨୨ ଗତେ ମିଥୁନ, ତିଥି – ୧୪ଶୀ ରାତ୍ରି ୧୦.୦୮ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୩୯ ଗତେ ୨ ପାଦ - କୃଷି ଓ ବଂଶହାନି – ଭୂମି- ତିଳକାଞନ ଦାନ

Ranendra Pratap Swain
ବର୍ଷା ଦେଲା ଆଶ୍ୱସ୍ତି : ଚାଷୀ, ମନ୍ତ୍ରୀ ସମସ୍ତେ ଖୁସି

ରାଜ୍ୟରେ ପ୍ରବଳ ବର୍ଷା, ଆଉ ଗଜା ମରୁଡ଼ିର ଆଶଙ୍କା ନାହିଁ : କୃଷି ମନ୍ତ୍ରୀ

Rama Devi Women's Junior College
ଏହି ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ

ୟୁନିଭରସିଟି କ୍ୟାମ୍ପସରୁ ହଟିବ ରମାଦେବୀ ଜୁନିୟର କଲେଜ,ଭୁବନେଶ୍ୱର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ

Daleighai
ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ; ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି

ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

Kanwariyas Death
୧୧ କେଭି ବିଦ୍ୟୁତ ତାର ନେଲା ୫ କାଉଡ଼ିଆଙ୍କ ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।

Heavy Rainfall Alert
ଲାଗି ରହିବ ତୁହାକୁ ତୁହା ବର୍ଷା; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା...ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Shivling is source of energy what is the science behind it
ଶିବଲିଙ୍ଗ ସମଗ୍ର ଶକ୍ତିର ଉତ୍ସ; ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ

ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।