/odishatv-khabar/media/post_attachments/uploadimage/library/16_9/16_9_0/Earthquake_1689495049.jpg)
Earthquake
ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକଂପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୪ ରହିଛି । ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଭୂକଂପ ଝଟକା ପରେ ସୁନାମୀ ସତର୍କତା ଜାରି ହୋଇଛି ।
Advertisment
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
/odishatv-khabar/media/post_attachments/uploadimage/library/16_9/16_9_0/Earthquake_1689495049.jpg)
Earthquake
ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକଂପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୪ ରହିଛି । ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଭୂକଂପ ଝଟକା ପରେ ସୁନାମୀ ସତର୍କତା ଜାରି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)