• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – ବୃଷ ଦିବା ୧୧.୨୨ ଗତେ ମିଥୁନ, ତିଥି – ୧୪ଶୀ ରାତ୍ରି ୧୦.୦୮ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୩୯ ଗତେ ୨ ପାଦ - କୃଷି ଓ ବଂଶହାନି – ଭୂମି- ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୫.୨୦ ରୁ ୦୯.୪୧

ଦିବା ୦୧.୩୦ ରୁ ୦୨.୦୩

ରାତ୍ରି ୦୭.୦୮ ରୁ ୦୯.୧୯

ରାତ୍ରି ୧୨.୧୪ ରୁ ୦୧.୧୪

ରାତ୍ରି ୦୨.୩୬ ରୁ ୦୩.୦୯

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୪୭ ରୁ ୦୬.୨୫

କାଳବେଳା – ଦିବା ୧୧.୫୨ ରୁ ୦୧.୩୦

ବାରବେଳା – ଦିବା ୧୦.୧୪ ରୁ ୧୧.୫୨

କାଳରାତ୍ରି –  ରାତ୍ରି ୦୧.୧୪ ରୁ ୦୨.୩୬