୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।
ଇଣ୍ଡିଆନ୍ କୋଷ୍ଟଗାର୍ଡ ରିଜନ୍ ଉତ୍ତର ପୂର୍ବ ଗ୍ରୁପ୍ ସି ସିଭିଲିଆନ୍ ବର୍ଗ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ୧୫ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ଏହି ପୋଷ୍ଟଗୁଡିକ ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ଅଣ ଗେଜେଟେଡ୍, ଅଣ ମନ୍ତ୍ରଣାଳୟ ଅଧୀନରେ ଉପଲବ୍ଧ।
ଆମେରିକାର ଏହି ଘୋଷଣା ପରେ ପୁଟିନ୍ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।
ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।
ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ଜଣେ ୬୪ ବର୍ଷିୟ ଚାଇନିଜ୍ ବ୍ୟବସାୟୀ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ନିଜେ ଏହି ଅଭିଯୋଗ କରିଥିଲେ।
ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।
‘ପଠାନ୍’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଅନଲାଇନରେ ଦେଖାଯାଇଥିବା ବେଳେ ‘ପଠାନ୍’ ବକ୍ସ ଅଫିସ୍ ରୋଜଗାରକୁ ନେଇ କାଜୋଲଙ୍କ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ଏନେଇ ଶାହରୁଖଙ୍କ ପ୍ରଶଂସକମାନେ କାଜୋଲଙ୍କ ଉପରେ ରାଗିଯାଇଛନ୍ତି।
ମାଈ ହାତୀ କିମ୍ବା ଦନ୍ତା ହାତୀ ଦେହରେ ରେଡିଓ କଲାର ଲାଗିବ । ଫଳରେ ହାତୀର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ ।
ପ୍ରେମ ପାଇଁ ଭୟଙ୍କର ସଜା । ସମ୍ପର୍କୀୟାଙ୍କୁ ପ୍ରେମ କରି ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ନାବାଳକ । ତାଙ୍କ ଆକୁଳ ଚିତ୍କାରରେ ଫାଟି ପଡ଼ୁଛି ହସ୍ପିଟାଲ । ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ଆଖିରେ ଲୁହ ।
ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।
ମୃତଦେହ ଫିଙ୍ଗିବା ପାଇଁ ଓଲା କ୍ୟାବ୍ ବୁକିଂ। ହେଲେ କ୍ୟାବ୍ ଡ୍ରାଇଭର ଏସବୁ ଜାଣିବା ପରେ ସବୁକିଛି ପ୍ଲାନ୍ ଫେଲ୍ ହୋଇଥିଲା ଓ ଶେଷରେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲେ ଅଭିଯୁକ୍ତ।
ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।
ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି ।
ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍ବୁକ୍ରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।
କାର୍କୁ ପିଛା କରି କେତେବେଳେ କାର୍ ଆଗକୁ ଚାଲି ଆସୁଥିଲେ ତ ଆଉ କେତେବେଳେ ସାଇଡ୍ରେ ବାଇକ୍ ଚଲାଇ ଯାଉଥିଲେ। ଏମିତି କିଛି ସମୟ ପାଇଁ ଦୁର୍ବୃତ୍ତମାନେ ଆତଙ୍କିତ କରି ପୁରା ଅଞ୍ଚଳକୁ ରଖିଥିଲେ।
ଦିନେ ଯାହାକୁ କାଖେଇ କୋଳେଇ ବୁଲୁଥିଲେ, ଆଜି ସେ ଅତି ନୃଶଂସ ଭାବରେ କକାଙ୍କୁ ହତ୍ୟା କରିଛି । ଟଙ୍କା ନେଲା, ହେଲେ ଟଙ୍କା ଫେରାଇବାକୁ କହିବା ପରେ ଜୀବନ ନେଇଗଲା ।
ଦରଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ପରେ ଅନେକଙ୍କ ରୋଜଗାର ହ୍ରାସ ପାଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ନାନା ସମସ୍ୟାରେ ପଡିଛନ୍ତି।
ଏକଦା ନିଜ କ୍ୟାରିଅର୍କୁ ଆଗକୁ ନେବା ପାଇଁ ଗୁପ୍ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍ରେ ବେଶ୍ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍, ପ୍ରଥମ-ଶ୍ରେଣୀ କ୍ରିକେଟ୍, ଆଇପିଏଲ୍ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।
ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ।
୨୦ ଟଙ୍କା ପକାଇ ଲୁଟିନେଲେ ୧୦ ଲକ୍ଷ । ତଳେ ପଡ଼ିଥିବା ୨୦ ଟଙ୍କା ଖୋଜିବାରେ ବ୍ୟସ୍ତ ଥିଲେ କିରାଣୀ..ପଛପଟୁ ୧୦ ଲକ୍ଷ ଉଡ଼ାଇନେଲେ ଚୋର ।
ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ରଖାଯାଇଛି..ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଲାଗିଛି..
ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।
ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର, ତିଥି – ଅମାବାସ୍ୟା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୦.୩୨ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ନିଶାନ୍ତ ୦୫.୧୧ ପର୍ଯ୍ୟନ୍ତ