ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।
ସାରା ବିଶ୍ୱର ନଜର ଅଟକି ରହିଛି ଭାରତର ଏହି ଚନ୍ଦ୍ର ଅଭିଯାନ ଉପରେ ।
କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ ।
+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି ।
ଅର୍ଥ ସହ ଯୋଜନା ବିଭାଗ ସମ୍ଭାଳିବେ ଅଜିତ୍ ପାୱାର
ଯଦି ପ୍ରତ୍ୟେକ ବ୍ୟକ୍ତି ବାସ୍ତୁର ନିୟମ ମାନି ଘରଟିଏ କରନ୍ତି ତେବେ ସମସ୍ତଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ବହୁତ ଉନ୍ନତି ଦେଖାଦେବ । ଆଜି ଏହି ‘ବାସ୍ତୁର ବାସ୍ତବତା’ର ସ୍ତମ୍ଭରେ ଜାଣିବା ବାସ୍ତୁରେ ଘରର ଦ୍ୱାର ଓ ଝରକା କିପରି ହେବା ଉଚିତ।
୧୧ ଟଙ୍କାରେ କିଣା ହୋଇଥିବା ବହିଟି ୩୨ ଲକ୍ଷରେ ବିକ୍ରି ନେଇ ଆମେରିକାରେ ବେଶ୍ ଚର୍ଚ୍ଚା ଚାଲିଛି ।
ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।
Bastille Day Parade: ଭାରତର ୪ଟି ରାଫେଲ ଫାଇଟର ଜେଟ୍ ସହିତସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା
ଶାହରୁଖ ଖାନ ଓ ଦୀପିକା ପାଦୁକନ ଷ୍ଟାରର ‘ପଠାନ’ ଏବେ ପୁଣି ଏକ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଏବେ ଋଷ ଏବଂ କମନ୍ୱେଲଥ୍ ଅଫ୍ ଇନ୍ଡିପେଡେଣ୍ଟ୍ ଷ୍ଟେଟ୍ (CIS) ର ୩,୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ରୋଜଗାରରେ ଏହା ବାହୁବଲୀର ରେକର୍ଡ ଭାଙ୍ଗିଛି।
ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ।
ରିମାଣ୍ଡ ଶେଷ ପରେ ଜେଲ୍ ଗଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି CBI ।
ଲାଇଫ୍ ପାର୍ଟନର ଖୋଜିବା ପାଇଁ ସୋସିଆଲ୍ ମିଡିଆରେ ବିଜ୍ଞପ୍ତି ଦେଲେ ଜଣେ ମହିଳା । ଯୋଗ୍ୟ ବର ଖୋଜିଦେଲେ ଦେବେ ୪ ଲକ୍ଷ ଟଙ୍କା ।
ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।
ଜୀବନର ସବୁ ହସଖୁସିରେ ସେ ପାଖରେ ଥିଲେ । ଝିଅ ଯେତେବେଳେ ଯାହା ମାଗୁଥିଲା..ସବୁ ଆଣି ଥୋଇ ଦେଉଥିଲେ.. ହେଲେ ସେହି ବାପାଙ୍କୁ ପ୍ରେମ ପାଇଁ ପୋଲିସ୍ ହାତରେ ବନ୍ଧାଇଲା ଝିଅ ।
ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା ।
ମହେଶ ବାବୁଙ୍କ ସୁନ୍ଦରୀ ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ। ସେ ସମସ୍ତ ଷ୍ଟାର୍କିଡ୍ମାନଙ୍କୁ ପଛରେ ପକେଇ ଦେଇଛନ୍ତି। ଏକ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।
ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।
ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ।
୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।
କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି।
ରାଜସ୍ଥାନ କରୌଲି ଜିଲ୍ଲାରେ ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଏସିଡ୍ ପକାଇ ହତ୍ୟା କରାଯାଇଛି ।
ସାବାସ୍ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।
ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।