ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ, ବୁଧବାର। ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୨ୟା ନିଶାନ୍ତ ୦୪.୩୦ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...
ଭାଲୁ ଆକ୍ରମଣରେ ଜଣେ ବନ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି ।
ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।
କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି ।
ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲର ଏକ ସ୍ନାପ୍ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ନକଲି ସାମଗ୍ରୀ ଦିଆଯାଉଥିବା ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ । କାଲି ବନଲାଗି ହେବ କହି ପ୍ରସଙ୍ଗ ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ।
ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।
ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।
ଦିଲ୍ଲୀରେ ଏନଡିଏର ଶକ୍ତି ପ୍ରଦର୍ଶନ । ୩୮ ସହଯୋଗୀ ଦଳଙ୍କୁ ମନ୍ତ୍ର ଦେବେ ମୋଦି ।
NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।
ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା
ପୋଲିସକୁ ଚକମା ଦେଇ ଲୋକଙ୍କ ଘରେ କଳା କନା ବୁଲାଉଥିବା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ ଶେଷରେ ଧରାପଡ଼ିଛନ୍ତି। ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ରାଜଧାନୀରେ ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ।
ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।
ଶାସକ-ବିରୋଧୀ ଭିତରେ ଏବେଠାରୁ ଘମାସାନ । ନିଜ ନିଜ ସହଯୋଗୀ ଦଳକୁ ନେଇ ଉଭୟ କ୍ୟାମ୍ପରେ ଆଜିଠାରୁ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ବିରୋଧୀଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।
UCIL ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୨ଟି ପଦବୀ ଖାଲି ଅଛି। ଚୟନ ପ୍ରାର୍ଥୀ ମାସକୁ ୨ଲକ୍ଷ ୬୦ହଜାର ଟଙ୍କା ପାଇବେ।
ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
କଲେଜ୍ର ୮ ମହଲାରୁ ଡେଇଁ ଜୀବନ ହାରିଲେ ବିଟେକ୍ ଛାତ୍ର । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ 'ସାଲାର: ପାର୍ଟ ୧ ସୀଜ୍ଫାୟାର୍' ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଟିଜର୍ ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଯାଇଛି।
ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।
ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଏଟିଏସ୍ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।
ଆଜିକାଲି ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଗୋଟିଏ ପ୍ରୋଜେକ୍ଟ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ଫିଲ୍ମରେ କେଇ ମିନିଟ୍ର ଅଭିନୟ ପାଇଁ ମଧ୍ୟ ଅନେକ ବଡ ତାରକା ବିପୁଳ ପରିମାଣର ଟଙ୍କା ଚାର୍ଜ କରନ୍ତି। ବଲିଉଡ୍ର ଏହି ଷ୍ଟାର୍ଙ୍କ ଚାର୍ଜ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ।
ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍ ରହୁଛନ୍ତି।