ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି ।
ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ ।
TC କମ୍ପାନୀର ଜଣେ ଏଜେଣ୍ଟ ୩ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କରେ ଟଙ୍କା ଜମା ନକରି ଗେମରେ ଟଙ୍କା ଉଡ଼ାଇ ଦେଇଥିଲେ । ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ ।
ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।
ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ ।
ନିଜ ଓକିଲଙ୍କ ଜରିଆରେ JMFCରେ ପକ୍ଷ ରଖିଲେ ପ୍ରତାପ....ଆଇପିସି ୨୦୫ ଧାରାରେ ଆବେଦନ କଲେ ପ୍ରତାପଙ୍କ ଓକିଲ....ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ IPC ୨୦୫ରେ ଆବେଦନ...
ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି ।
ଦେଶର ବିଶିଷ୍ଟ ଶିଳ୍ପପତି, ଏକ ନମ୍ବର ଧନୀ, ରିଲାଏନ୍ସର ମାଲିକ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।
କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।
ଶପଥ ନେଲେ ନୂଆ ରାଜ୍ୟପାଳ....ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ,,,
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାର ଥିଲା ମହାନ। ତାଙ୍କ ବିଚାର ଯୁବପିଢିଙ୍କୁ ଯଥେଷ୍ଟ ପ୍ରେରଣା ଦିଏ। ଯିଏ ତାଙ୍କର ଏହି ବିଚାରଗୁଡିକୁ ମାନି ଠିକ୍ ରାସ୍ତାରେ ଯିବ ସେ ନିଶ୍ଚିତ ଦିନେ ନା ଦିନେ ସଫଳତା ପାଇ ପାରିବ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ୧୦ଟି ବିଚାରକୁ ଜାଣିନେବା।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର ।
ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ । ରେଳ ବିଭାଗ ପକ୍ଷରୁ ମିଳିଲା ସୂଚନା ।
ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରେ ଆଜି ସକାଳୁ ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ।
ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ମିଳିବ କ୍ଷତିପୂରଣ....ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍....
କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....
ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ ପାଳନ ହେଉଛି।
ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ….ଦିନ ୧୧ଟା ୪୫ରେ ଶପଥ ଗହଣ ଉତ୍ସବ ....ଓଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ...
ଖବରପାଇ ବନ୍ୟଜନ୍ତୁ ବିଭାଗର ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚିଛି ।