ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର
ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି ।
ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।
ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।
ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।
ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି।
ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।
ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।
କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।
ଆଗୁଆ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ରାତି ୧ଟା ୫ ମିନିଟରୁ ୨ଟା ୨୨ ଯାଏଁ ଗ୍ରହଣ ।
ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା।
ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା।
CISF ହେଡ୍ କନ୍ଷ୍ଟେବଲ୍ ଜିଡି ସ୍ପୋର୍ଟସ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୧୫ଟି ପଦବୀ ପୂରଣ ହେବ।
ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।
ବସ୍ ଚଳାଉଥିଲା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ ! ଷ୍ଟିଅରିଂ ଧରିଥିବା ବେଳେ ଟଳି ପଡ଼ିଲେ ଡ୍ରାଇଭର ।
ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର।
ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।
ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି ।
୭ ରାଉଣ୍ଡର ଗେମ୍ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।
ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।