• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Arvind Kejriwal
ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ୍

ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ସୁପ୍ରିମକୋର୍ଟ ।

Ollywood
ଓଲିଉଡ୍ କଳିରେ କେବେ ଲାଗିବ ବିରାମ୍ ? ମନୋଜ ପଚାରିଲେ ବ୍ୟାନ୍‌ର କାରଣ..

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି।

Train Tragedy
ମନରୁ ଯାଇନି ବାହାନଗା ! ପୁଣି ଘଟିଲା ଦୁର୍ଘଟଣା, ଉଜୁଡ଼ିଗଲା ଅନେକ ପରିବାର

ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ ।

Train Tragedy
ପୁଣି କାହିଁକି ଏତେ ବଡ଼ ଟ୍ରେନ୍ ଆକ୍ସିଡେଣ୍ଟ ? CPRO କହିଲେ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ଭୁଲ୍ !

ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା ।

Train Tragedy
ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ! ଯାତ୍ରୀଙ୍କ ଅକଥନୀୟ ଦୁର୍ଦ୍ଦଶା, ୫୨ ଗାଡ଼ି ବାତିଲ୍

ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର ।

Cyber Crime
ପୁଣି ମାତିଲେଣି ଚିଟଫଣ୍ଡ ଠକ, ୪୫ ଦିନରେ ଟଙ୍କା ଡବଲ..!

ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।

Kerala Blast
କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।

England
ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

BRS MP
ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଯାଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ କରିଛି ଜଣେ ଦୁର୍ବୃତ୍ତ।

Maratha Reservation
ଘରେ ଥିଲେ ବିଧାୟକ, ବାହାରୁ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ବିଧାୟକ କହିଛନ୍ତି, ‘ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟ ବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ କେହି ଆହତ ହୋଇନାହାଁନ୍ତି ।

Manoj Mishra
'ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ, ତା’ପରେ ଆମେ ବସି ସମାଧାନ କରିବା': ମନୋଜ ମିଶ୍ର

ଟୁଟୁ ନାୟକ ଏକା ନୁହନ୍ତି, ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି। ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି।

 demanding of separate koshal state
ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ନଭେମ୍ବର ୧୫ରେ ବନ୍ଦ ଡାକରା

ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।

UNGA
UNରେ କିପରି ହୁଏ ଭୋଟିଂ, ପ୍ରସ୍ତାବ ପାରିତ ହେଲେ ହୁଏ କ’ଣ ?

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ।

Andhra Pradesh Train Accident
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ସିଗ୍ନାଲ୍ ଓଭରସୁଟିଂରୁ ଘଟିଲା କି ଏତେ ବଡ଼ ଅଘଟଣ ? ଜାଣନ୍ତୁ, କ’ଣ ଏହା...

ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ । 

Fire In Bus Depot
ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହେଇ ଜଳିଗଲା ଏକାଧିକ ବସ୍

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୁଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି।

Bharat on Google Maps
ଗୁଗୁଲ୍ ମ୍ୟାପ୍‌ରେ ବଦଳିଲା ଦେଶର ନାଁ, ସର୍ଚ୍ଚ କଲେ ତ୍ରିରଙ୍ଗା ସହ ଆସୁଛି ‘ଭାରତ’

ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ ଦେଶ' ଭାବରେ ସ୍ୱୀକୃତି ଦେଇଛି ।

fisherman missing for 2 weeks found drifting on life raft
୧୪ ଦିନ ପାଣିରେ ଭାସୁଥିଲେ ! ନା ବଞ୍ଚାଇବାକୁ ଥିଲେ କେହି ନା ଖାଇବାକୁ ଥିଲା କିଛି...

ପ୍ରାୟ ୨ ସପ୍ତାହ ଧରି ମତ୍ସଜୀବୀଙ୍କ କୌଣସି ପତ୍ତା ମିଳିପାରିନଥିଲା । ଶେଷରେ ୧୪ ଦିନ ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ସେତେଦିନ ଯାଏ ସେମିତି ସେ ଡଙ୍ଗାରେ ଗଭୀର ସମୁଦ୍ରରେ ଥିଲେ । 

Raghubar Das
ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କଠୁ ଆଶିଷ ନେଲେ ରଘୁବର ଦାସ

ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।

Monkey Snatches 3 Year Old Girl
୩ ବର୍ଷର ଝିଅକୁ ଉଠାଇନେଲା ମାଙ୍କଡ଼, ଫୋପାଡ଼ିଲା ପାହାଡ଼ ଉପରେ

ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା।

Manish Sisodia
ସିସୋଦିଆଙ୍କୁ ସୁପ୍ରିମ୍‌ ଝଟକା; ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Car Accident
ଭିଡ଼ ଭିତରକୁ ମାଡ଼ିଗଲା କାର୍‌; ଚାଲିଗଲା ଜେଜେମା’ ନାତୁଣୀଙ୍କ ଜୀବନ

ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍‌ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନାତୁଣୀର ମୃତ୍ୟୁ ହୋଇଛି ।

Andhra Pradesh Train Accident
ଟ୍ରେନ୍‌ ଦୁର୍ଘଟଣା: ମିଳିଲା ମୃତକଙ୍କ ପରିଚୟ, ଓଡ଼ିଶାରୁ କେହି ନାହାଁନ୍ତି...

ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି ।

Andhra Pradesh Train Accident
ଟ୍ରେନ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ...ମୃତକଙ୍କ ପରିବାରକୁ ମିଳିବ ୧୨ ଲକ୍ଷ ଟଙ୍କା

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି । 

Today Panchang,
Today Panchang 30th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । 

Andhra Pradesh Train Accident
କେମିତି ହେଲା ଏତେ ବଡ଼ ଦୁର୍ଘଟଣା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ?

ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ?