• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sunny deol will be announce gadar 3 in 2024
ଖୁବ୍ ଶୀଘ୍ର ଦର୍ଶକଙ୍କ ପାଖକୁ ଆସିବ 'ଗଦର ୩'; ଏମିତି କହିଲେ ନିର୍ମାତା

ଖୁବ୍ ଶୀଘ୍ର ଆସିବ 'ଗଦର ୩'। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେହୁଏ। ଏହି ସମୟରେ ଖବର ଆସିଛି ଯେ ଅନିଲ ଶର୍ମା ଏହାକୁ ଦର୍ଶକଙ୍କ ପାଖରେ ପହଞ୍ଚେଇବା ନେଇ ଅଧିକ ବିଳମ୍ବ କରିବେ ନାହିଁ।

Protesters worldwide demand stop attack on Gaza
‘ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରୁ’

ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବା ବନ୍ଦ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।

Bhubaneswar Metro Rail
ନୂଆ ବର୍ଷରୁ ମେଟ୍ରୋ କାମ, ୪ ବର୍ଷରେ ସରିବ ପ୍ରକଳ୍ପ !

ଆଜି ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପାଣ୍ଡିଆନ ।

Blast In Kerala
ଘଣ୍ଟାଏ ଭିତରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ...ଜଣେ ମୃତ, ୨୦ରୁ ଅଧିକ ଆହତ

ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି ।

BSF Jawan
ବିଷ ପିଇ ଦେଇଥିଲେ ମହିଳା, ଧାଇଁ ଆସି ଜୀବନ ବଞ୍ଚାଇଲେ BSF ଯବାନ

ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଘଟଣା । ରାତି ଅଧରେ ନିଜ ବୋଟରେ ଆଣି ହସ୍ପିଟାଲରେ କଲେ ଭର୍ତ୍ତି ।

Winter
ରାତିରେ ଖସୁଛି ପାରଦ ! ୧୩ ଡିଗ୍ରୀକୁ ଖସିଲାଣି ଫୁଲବାଣୀ...

ପାହାଡ଼ ଅଞ୍ଚଳରେ ଅନୁଭୂତ ହେଲାଣି ଶୀତର ପ୍ରକୋପ ।

bear attacks security guard inside resort
Viral Video: ଭାଲୁର ପଞ୍ଚ୍‌ରେ ଛିଟିକି ପଡିଲେ ସୁରକ୍ଷାକର୍ମୀ

ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ​​ତାହା ଦେଖିବାକୁ ମିଳିଛି।

Ram Pathara
କେନାଲରେ ଭାସୁଥିଲା ପଥର, ଲୋକେ କାଢ଼ି ଆଣି କରୁଛନ୍ତି ପୂଜାର୍ଚ୍ଚନା...

କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।

World Cup 2023
World Cup 2023: ଆଜି ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ମ୍ୟାଚ୍‌ ଜିତି ଅପରାଜେୟ ଲକ୍ଷ୍ୟରେ ଭାରତ...

ଟିମ୍‌ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।

CCTV captures a man beats his mother mercilessly
କଳିଯୁଗର କୁଳାଙ୍ଗାର ପୁଅ ! ଅସୁସ୍ଥ ମା’ଙ୍କୁ ଲଗାତାର ଭାବେ ପିଟୁଥିଲେ, ଧରାଇଦେଲା CCTV...

କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।

BJP MLA Mukesh Mahaling extends support to Ollywood actor Manoj Mishra
ବିଜେପି ବିଧାୟକ ମୁକେଶଙ୍କ ଚେତାବନୀ- ‘ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ୍‌ ହଟାନ୍ତୁ, ନଚେତ୍‌ ବଡ଼ ଆନ୍ଦୋଳନ ହେବ’

ବ୍ୟାନ୍‌ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ ।

1999 Super Cyclone clocks 24 years
୧୯୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା...

ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।

Today Panchang
Today Panchang 29th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର

Kartik Brata Begins From Today
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା...

ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।

RTI activist Pradip Pradhan arrested by Mahila Police station
ପଚରାଉଚରା ପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା ପୋଲିସ୍‌...

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି । 

Rationalists eat non veg food during Lunar Eclipse
ଗ୍ରହଣରେ ଆମିଷ, ଭେଜ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । 

1891 to 2020 odisha faced more than 100 storms
Super Cyclone: ୧୨୦ ବର୍ଷରେ ଓଡ଼ିଶା ଭୋଗିଲାଣି ୧୦୦ ବାତ୍ୟା; ଏବେ ସାଜିଛି ରୋଲ୍ ମଡେଲ୍

ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।

World Stroke Day 6 Tips how to prevent stroke
World Stroke Day 2023: ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର

ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।

Suicide
ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

Death
କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Sand Smuggling
ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି।

ଅବହେଳିତ ଅବସ୍ଥାରେ ସ୍ମୃତି
ସେ ଗୀତିନାଟ୍ୟର ସମ୍ରାଟ, ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଜୀବନ ସମର୍ପିତ

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

Cyber Crime
ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Puri, Habisyali
ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।

Kumara Purnima
ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ

ଆଗୁଆ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ରାତି ୧ଟା ୫ ମିନିଟରୁ ୨ଟା ୨୨ ଯାଏଁ ଗ୍ରହଣ ।