• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Neglect to Public representatives in govt programme supporters creates ruckus
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ, ହଙ୍ଗାମା କଲେ ସମର୍ଥକ...

ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ।

Senior IPS Officer Rashmi Ranjan Swain New DGP Of Jammu And Kashmir
ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ ଓ କାଶ୍ମୀରର ନୂଆ ଡିଜିପି

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । 

Minor Girl Gang Raped Case
ନାବାଳିକାକୁ ଗଣଦୁଷ୍କର୍ମ ! ବିଜେପିର ଅଭିଯୋଗ- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡିର ଏହି ମନ୍ତ୍ରୀ...

କଲେଜ କମନ୍‌ ରୁମ୍‌ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

long queues for exchange of Rs 2000 notes in outside RBI office in bhubaneswar
୨ ହଜାର ଟଙ୍କିଆ ନୋଟ୍‌ ବଦଳ: EOW ପରେ RBI ସାମ୍ନାରେ ଇଡି, ଚାଲିଛି ତନାଘନା...

EOW ପରେ ଇଡି ଟିମ୍‌ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି ।

Cuttack in Cuttack lies in defunct condition
ବର୍ଷେ ନପୁରୁଣୁ ବଦଳିଗଲା ଚିତ୍ର: ବାଲିଯାତ୍ରାରେ ଆକର୍ଷଣ ସାଜିଥିଲା କଟକ ଇନ୍‌ କଟକ, ହେଲେ ଆଜି ଜରାଜୀର୍ଣ୍ଣ...

ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍‌ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ । 

The infant mortality rat
ଓଡ଼ିଶାରେ ବିକାଶ ସହ ତାଳ ଦେଇ ବଢ଼ୁଛି ଶିଶୁମୃତ୍ୟୁ ହାର

ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।

Ayodhya Ram Temple
୮ ଫୁଟ୍ ଉଚ୍ଚ ସୁନା ମାର୍ବଲ ବେଦୀରେ ସ୍ଥାପନ ହେବ ରାମଲାଲାଙ୍କ ବିଗ୍ରହ

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀ । ଯାହା ଉପରେ ରାମଲାଲାଙ୍କ ବିଗ୍ରହ ବିରାଜମାନ କରିବେ ।

Ban On Actor Manoj Mishra
ଅଭିନେତା ମନୋଜଙ୍କ ସପକ୍ଷରେ ଏମାନେ, ବ୍ୟାନ୍‌ ହଟାଇବା ପାଇଁ ଦାବି...

ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ କଳାକୁ ଅପମାନ କରାଯିବା ସହ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ ବିରୋଧରେ ପ୍ରତିବାଦ କରାଯାଇଛି ।

No Firecrackers During Matches In Delhi And Mumbai
World Cup 2023: ଦିଲ୍ଲୀ, ମୁମ୍ବାଇରେ ମ୍ୟାଚ୍‌ ବେଳେ ଫୁଟିବନି ବାଣ

ଦିଲ୍ଲୀ ଓ ମୁମ୍ବାଇରେ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଫୁଟିବନି ବାଣ । ଦିନକୁ ଦିନ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Ananda Bazar
ଆନନ୍ଦ ବଜାରରେ ଗୋଳିଆ ପାଣି, ଭକ୍ତ ସେବାୟତ ଅସନ୍ତୁଷ୍ଟ

ଆନନ୍ଦ ବଜାରରେ ଗୋଳିଆ ପାଣି । ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି ।

Sudipta Panda
ଜୀବନ ମାଗୁଛି ସାମ୍ବାଦିକ, କର୍କଟ କରୁଛି ସୁଦୀପ୍ତଙ୍କୁ କଲବଲ

ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।

Para Asian Games
ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ କମାଲ, ସୁନା ଜିତି ଫେରିଲେ ଭାରତ

ଭାରତୀୟ ପ୍ରତିଯୋଗୀ ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି

Today Panchang
Panchang Today 1st Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୧  ତାରିଖ ବୁଧବାର। ଚନ୍ଦ୍ର-  ବୃଷ ଦିବା ୦୪.୧୨ ଗତେ ମିଥୁନ, ତିଥି- ୪ର୍ଥୀ ରାତ୍ରି ୦୯.୧୯ ଗତେ ୫ମୀ, ଘାତ ଚନ୍ଦ୍ର- ବିଛା ରାଶିର, ଦିବା ୦୪.୧୨ ଗତେ କନ୍ୟା ରାଶିର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

Mumbai taxi
ମାୟା ନଗରୀରେ ଆଉ ଦିଶିବନି କଳା-ହଳଦିଆ ଟାକ୍ସି

ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

ଶ୍ରୀହୀନ ଚୌଦ୍ବାର
ହଜିବାକୁ ବସିଲାଣି ଚୌଦ୍ୱାର ଶିଳ୍ପାଞ୍ଚଳ; OTMରେ ଝୁଲୁଛି ତାଲା

ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।

Note Exchange Scam
ରାଜଧାନୀରେ ଖୋଲାଖାଲି ଚାଲିଛି ଟଙ୍କା ବଦଳ ସ୍କାମ୍ ! ଏହା ପଛରେ କିଏ ?

୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ?

Train Derail
ଟ୍ରାକ୍‌ରୁ ଖସିଲା ଏକ୍ସପ୍ରେସ୍‌ ଟ୍ରେନ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍।

Mahanga Double Murder Case
ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟ ଗଲେ ପ୍ରତାପ ଜେନା

ଗତ ମାସ ୧୫ ତାରିଖରେ କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ ।

Stepmom Brands Minor
ସୈତାନ ହେଲା ସାବତ ମା’; ଥରଥର ଓଠରେ ନିର୍ଯାତନାର କାହାଣୀ ବଖାଣିଲେ ଭାଇ-ଭଉଣୀ

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।

Abadha
କାର୍ତ୍ତିକରେ ଆକାଶଛୁଆଁ ଅବଢ଼ା ଦର; ଆନନ୍ଦବଜାରରେ ଚଢ଼ା ଦାମରେ ବିକ୍ରି ହେଉଛି ମହାପ୍ରସାଦ

ଏ ସମସ୍ୟାକୁ ନେଇ ଖପ୍ପା ସୁଆର ଓ ମହାସୁଆର ନିଯୋଗ । ନିଯୋଗ କହିଛି, ଆନନ୍ଦ ବଜାରରେ ପୂର୍ବରୁ କେବଳ ସୁପକାର ସେବାୟତ ମହାପ୍ରସାଦ ବିକିବେ ଏବଂ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା ।

Accident Report
ଜୀବନ ନେଉଛି ସଡ଼କ ଦୁର୍ଘଟଣା; ପ୍ରତିଦିନ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି ।

Note Exchange
୨ ହଜାର ଟଙ୍କିଆ ବଦଳାଇବାକୁ ୩ଶହ ଟଙ୍କା ମଜୁରୀ ! ନୋଟ୍ ଜଣଙ୍କର, ବଦଳାଉଛନ୍ତି ଆଉ ଜଣେ

ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ।

Nursing Officer recruitment
ନର୍ସିଂ ଅଫିସର ନିଯୁକ୍ତିରେ ଘୋଟାଲା ! OSSC ଅଫିସ୍ ଆଗରେ ଆଶାୟୀ ନର୍ସଙ୍କ ଧାରଣା

ବିନା କାରଣରେ ୩୨୮ ଆଶାୟୀଙ୍କ ନାମ ଚୂଡାନ୍ତ ତାଲିକାରୁ ପଡ଼ିଛି ବାଦ୍ ପଡିଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ୭ହାଜର ୪୨୮ ନର୍ସିଂ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ପରେ ସାଢ଼େ ୪ ହାଜର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ ।

Odisha govt Corruption
ଦୁର୍ନୀତି ବିରୋଧରେ ୧୪ରୁ ୧୮ ଯାଏଁ ବ୍ଲକ ଘେରାଉ କରିବ ବିଜେପି

ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି ।

Raghubar Das
ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ; ରାଜଭବନକୁ ମିଳିଲା ନୂଆ ଅଧିପତି

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।