ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।
‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’
ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।
ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ଦାବି ହୋଇଛି ।
ବିଶ୍ୱକପ୍ରେ ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ । କ୍ୟାପଟେନ୍ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋହଲି, କେଏଲ୍ ରାହୁଲ, ଜାଡେଜା, ସାମି...ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରି ନାହାନ୍ତି ।
୨୦୨୩ ବିଶ୍ୱକପ୍ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।
ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ପିକ୍ନିକ୍ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍ନିକ୍ କରିବାକୁ ଯାଇଥିଲେ ।
ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍କୁ ସମର୍ଥନ କରୁଥିବା ଦେଖାଯାଏ।
ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି ।
ଉପବାଚସ୍ପତି ପ୍ରାର୍ଥୀ ନେଇ ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ କରିଛନ୍ତି
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେବା ପ୍ରସଙ୍ଗ ଉଠାଇଲେ...ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗ ଉଠାଇଲେ ... ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ...
ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ...
ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...
ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର- ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...
ମନ୍ଦିର ଆଗରେ ତିଆରି ହେଲା ବ୍ୟାରିକେଡ୍ ....ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ...ରାଧାରାଣୀଙ୍କର ଓଡିଆଣୀ ବେଶ ହେବ...
ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....
ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।
ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।
ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍ ଏସିଡ୍ର ସ୍ତରକୁ ବଢାଇଥାଏ। ଆସନ୍ତୁ ଜାଣିବା…
ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ମୟୂରଭଂଜ ଗସ୍ତ... ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ହେବେ ସାମିଲ, ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର କରିବେ ଲୋକାର୍ପଣ... ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା...