ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।
ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।
ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।
ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗୀତାରେ ସାମିଲ ହୋଇ ପୁରସ୍କାର ପାଇଛନ୍ତି । ତାଙ୍କର ଏହି ସବୁ ଉପଲବ୍ଧି ପାଇଁ ପୁରା ଗାଁ ଆଜି ତାଙ୍କୁ କାନ୍ଧରେ ବସାଇ ବୁଲାଉଛନ୍ତି ।
ସ୍ୱାମୀଙ୍କ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି କାଲି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ ସୀମା ଟପିଲାଣି। ଆଜି ଏ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା । ଏହି ଫ୍ରଡ ଆରମ୍ଭ ହୁଏ what's app ଚାଟ୍ରୁ।
କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍ ମଧ୍ୟ ପିଆଇଛନ୍ତି।
ସୋସିଆଲ୍ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଶାଢି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍ ଭିତରକୁ ଯାଉଥିବା ଦେଖିବାକୁ ମିଳେ।
କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଗଲା ଔଷଧ ...ସଫଳ ହେଲେ ଶୀଘ୍ର ଅନ୍ୟ ସ୍ଥାନକୁ ଯିବ ଔଷଧ...
କାଳର କୋଳରକୁ ଚାଲିଗଲା ଜୀବନ । ଭୋଜି ଖାଇ ଫେରୁଥିବା ବେଳେ ହେଲା ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜୀବନ ।
୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍ରେ ଅପରାଜେୟ ରହିଛି ଘରୋଇ ଟିମ୍ ।
କୀର୍ତ୍ତିରାଜିକୁ ନୂଆ ପ୍ରକଳ୍ପରେ ସ୍ଥାନ ଦିଆଯାଉ…ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…ଶ୍ରୀଜିଉଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା …
ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡ଼ୁଛି ପ୍ରାୟ ୫ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ। ବାଟ ଚଲା ଲୋକଠୁ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ଗୋଟିଏ ଅଭିଯୋଗ, ଅସହ୍ୟ ଏ ଦୁର୍ଗନ୍ଧ ।
ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ ବଡ଼ ଭାଇ କାନ୍ଦି ପକାଇଛନ୍ତି...
୨୦ ତାରିଖରେ ହେବାକୁ ଥିବା ୨୬ ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କଲେ ବୈଜୟନ୍ତ….୨୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ…କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧, ଭଦ୍ରକର ୨ ଓ ଢେଙ୍କାନାଳର ଜଣେ ଶ୍ରମିକ….
ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି ।
କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ ….ବନ୍ଦରୁ ଅତ୍ୟାବଶ୍ୟକ ସେବା, ମେଡିକାଲ, ପରୀକ୍ଷା ବାଦ୍…..
ବର୍ତ୍ତମାନ ଗ୍ୟାସ୍ ଭର୍ତ୍ତି ବେଲୁନ୍ ପାର୍ଟୀ ଫଙ୍କସନ୍ରେ ବ୍ୟବହୃତ ହେବା ଆରମ୍ଭ ହୋଇଛି। ହିଲିୟମ୍ ଭର୍ତ୍ତି ବେଲୁନ୍ ଆକାଶରେ ଉଡୁଛି। କିନ୍ତୁ ବର୍ତ୍ତମାନ ଅନେକ ବିକ୍ରେତା ହିଲିୟମ୍ ପରିବର୍ତ୍ତେ ହାଇଡ୍ରୋଜେନ୍ ସହିତ ଏହି ବେଲୁନ୍ ଭରିବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଗ୍ୟାସ୍।
ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।
ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି ।
ବେଦାନ୍ତ ୟୁନିଭର୍ସିଟି ଏବେ ବି ତାଙ୍କର ସ୍ୱପ୍ନ ବୋଲି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ।
କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।