/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699852160.jpg)
Today Panchang
ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର- ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ- ୦୬.୦୧ ରୁ ୦୭.୨୪
ଦିବା- ୦୮.୫୭ ରୁ ୧୧.୧୦
ରାତ୍ରି- ୦୭.୩୮ ରୁ ୦୯.୫୪
ରାତ୍ରି- ୦୨.୩୪ ରୁ ୦୩.୨୬
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୨୪ ରୁ ୦୮.୪୬
କାଳବେଳା- ପ୍ରାତଃ ୦୭.୨୪ ରୁ ୦୮.୪୬
ବାରବେଳା- ଦିବା ୦୨.୧୭ ରୁ ୦୩.୩୯
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)