• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Odia girl deadbody found in Mumbai
ମୁମ୍ବାଇରେ ମିଳିଲା ଓଡ଼ିଆ ଯୁବତୀଙ୍କ ମୃତଦେହ

ମୁମ୍ବାଇ କୁର୍ଲା ରେଲ୍‌ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍‌ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Today Panchang,
Panchang Today 22nd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

 ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ ।ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ

Herald House
ନ୍ୟାସନାଲ ହେରାଲ୍ଡ ମାମଲା, EDର ବଡ କାର୍ଯ୍ୟାନୁଷ୍ଠାନ

ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।

Ram Mandir
ଅଯୋଧ୍ୟା ରାମ ମନ୍ଦିରରେ ୨୦ ପୂଜାରୀ ପଦବୀ ପାଇଁ ୩୦୦୦ ଆବେଦନ

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି ।

Droupadi Murmu
୯୦ ବର୍ଷର ସ୍ୱପ୍ନ ପୂରା କଲେ ରାଷ୍ଟ୍ରପତି ବୋହୂ, ଶାଶୁଘର ପାହାଡ଼ପୁରବାସୀଙ୍କୁ ଭେଟିଦେଲେ ଏକ୍ସପ୍ରେସ ଟ୍ରେନ୍

ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।

Uttarkashi Tunnel Tragedy
ସୁସ୍ଥ ଅଛନ୍ତି ଟନେଲରେ ଫସିଥିବା ଶ୍ରମିକ, ଆହୁରି ୫ ଦିନ ଲାଗିପାରେ ରେସ୍କ୍ୟୁ ଅପରେସନ

ଏଣ୍ଡୋସ୍କୋପି କ୍ୟାମେରାରୁ ଶ୍ରମିକଙ୍କ ତାଜା ଚିତ୍ରକୁ ନେଇ ଉତ୍ସାହ । ସୁରକ୍ଷିତ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ।

Puri, Lord Jagannath
ଜଗା ଦୁଆରେ ଥମୁନି ଦର୍ଶନ ଯନ୍ତ୍ରଣା, ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ କଲା ସ୍ୱତନ୍ତ୍ର ବ୍ୟବସ୍ଥା

୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।

Husband accused
ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।

OTV
ସାକ୍ଷୀଗୋପାଳ: କାଞ୍ଚିରୁ ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ରରୁ କଟକ ଆଉ ତା ପରେ…

ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ।

Disease X
ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।

Rayagada Hostel
ଡାଲି ବଦଳରେ ଚାରୁ, ୯ ମାସରେ ଥରେ ଦେଉଛନ୍ତି ସାବୁନ ତେଲ !

ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି।

MLA Bijay Shankar-Somalika discord
ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା: ତଥ୍ୟ ଦାଖଲ କଲେ ସୋମାଲିକା

କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି ।  ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ ।

Woman brutally attacked by husband in Bhubaneswar
କାହିଁକି ଅଫିସ୍‌ରେ ପଶି ପତ୍ନୀଙ୍କୁ ଛୁରୀ ଭୁସିଲେ ସ୍ୱାମୀ, ଜଣାପଡ଼ିଲା କାରଣ...

କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ ।

Rajasthan Politics
କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି, ଇସ୍ତହାରରେ କହିଲା ଗୋବର କିଲୋ ୨ ଟଙ୍କା !

ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।

IMFA
୧୨ ସ୍କୁଲକୁ ଖେଳ ଉପକରଣ ପ୍ରଦାନ କଲା IMFA

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ମଧ୍ୟ ଯୋଗଦେଇଥିଲେ ।

Taraprasad Bahinipati
‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

Amla Navami
ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ, ହେଲେ ଆପଣ ଜାଣନ୍ତି କି କାହିଁକି ହୁଏ ରାଧା ପାଦ ଦର୍ଶନ ?

ଏହି ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ।

Puri Srimandir
ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ ।

SSC Recruitment 2023 for Constable (General Duty)  job opportunity for 75,768 posts
SSC Recruitment: ଦଶମ ପାଶ୍ କରିଥିଲେ କନଷ୍ଟେବଳ ଚାକିରି, ଦରମା ପାଖାପାଖି ୭୦ ହଜାର

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଚୟନ ହେଲେ ମାସିକ ଦରମା ପାଖାପାଖି ୭୦ ହଜାର।

Tractor overturns
ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ଟ୍ରାକ୍ଟର ଓଲଟି ୨ ମୃତ । ବ୍ରହ୍ମପୁରରେ ଘଟିଛି ଅଭାବନୀୟ ଘଟଣା ।

India Bound Ship Hijacking By Yemen Houthi Rebels
ଭାରତ ଆସୁଥିବା ଜାହାଜ ମଝି ସମୁଦ୍ରରୁ ହାଇଜାକ, ଜାରି ହେଲା ଭିଡିଓ...

ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।

emmy awards 2023 veer das created history won the best comedian award
Emmy Awards 2023: ଭାରତର ନାମକୁ ବିଶ୍ୱରେ ଚମକେଇଲେ ବୀର୍ ଦାସ

ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ ର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି ଏବଂ ଏହି ତାଲିକାରେ କମେଡିର ବାଦଶାହା ବୀର ଦାସ ପୁରସ୍କାର ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ନେଟ୍‌ଫ୍ଲିକ୍ସରେ ତାଙ୍କର ସ୍ୱତନ୍ତ୍ର ଶୋ 'ବୀର୍ ଦାସ ଲ୍ୟାଣ୍ଡିଙ୍ଗ୍' ମାଧ୍ୟମରେ ବୀର ଦାସ ସାରା ବିଶ୍ୱରେ ନିଜର କମେଡି ପାଇଁ ପ୍ରସିଦ୍ଧ ହୋଇଛନ୍ତି।

New Ray of Hope arises for trapped workers as 6 inch pipe pushed to carry food inside tunnel
୯ ଦିନ ପରେ ଖେଚୁଡ଼ି, ଡାଲି ଖାଇଲେ ଟନେଲରେ ଫସିଥିବା ଶ୍ରମିକ...ପାଇପ୍‌ ଯୋଗେ ପଠାଗଲା ଖାଦ୍ୟ

ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।

ajay devgn first look from singham again revealed
‘ସିଙ୍ଘମ୍ ଏଗେନ୍’ରୁ ଆସିଲା ଅଜୟଙ୍କର ଫାଷ୍ଟ୍ ଲୁକ୍; ଦେଖିଲେ ଆପଣ ବି କହିବେ, ୟାଃ…

ବର୍ତ୍ତମାନ ‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍‌ଙ୍କ ଲୁକ୍‌ ରିଲିଜ୍ ହୋଇଛି। ଏହାକୁ ଦେଖି ଅଭିନେତାଙ୍କ ପ୍ରଶଂସକ ଏବଂ ‘ସିଙ୍ଘମ୍’ ଫ୍ରାଞ୍ଚାଇଜ୍‌କୁ ପସନ୍ଦ କରୁଥିବା ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇବ।

Anla Navami 2023, Radhapada darshana 2023
Anla Navami 2023: ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result