• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

If honey is used with tulsi then cold and cough will not come near
Health Tips: ତୁଳସୀ ସହିତ ଖାଆନ୍ତୁ ଏହି ଜିନିଷ, ପାଖ ମାଡିବନି ଥଣ୍ଡା-କାଶ...

ଆୟୁର୍ବେଦ ଅନୁଯାୟୀ ତୁଳସୀ ହେଉଛି ଏକ ମହୌଷଧି। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା କାଶ, ଥଣ୍ଡା ଏବଂ ଶ୍ୱାସକ୍ରିୟା ସଂକ୍ରମଣରୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ଅନେକ ରୋଗ ପାଇଁ ଏକ ଶକ୍ତି ବୃଦ୍ଧିକାରୀ ଏବଂ ହର୍ବାଲ ଉପଚାର। ତୁଳସୀ ସହିତ ମହୁ ଚାପ ସ୍ତରକୁ ହ୍ରାସ କରିବା ସହ ଆରାମ ଦେଇଥାଏ।

Rescue operation underway
ଜୀବନ ଦୋ ଛକିରେ, ସପ୍ତମ ଦିନରେ ପହଞ୍ଚିଲା ଉଦ୍ଧାର କାର୍ଯ୍ୟ

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।

Sand Art
ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା, ୫୬ ଫୁଟ୍‌ର ବିଶ୍ୱକପ୍ ଟ୍ରଫି

ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।

Tunnel
ଅନ୍ଧାରୀ ଟନେଲ୍‌ରେ ଫସିଛି ଜୀବନ; ନିଶ୍ୱାସ ଯୋଗାଉଛି ପାଇପ୍‌

ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।

Pension Scheme
ମଞ୍ଜୁର ହେଉନି ଆବେଦନ, ଭୂତ ନେଉଛନ୍ତି ପେନସନ୍‌

ଭୂତ ଖାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଟାର୍ଗେଟ ଖାଲି ଅଛି, ହେଲେ ମଞ୍ଜୁର ହେଉନି ଆବେଦନ । ଡିବିଟିରେ ହିତାଧିକାରୀଙ୍କ ପାଖକୁ ବି ଯାଉନି ଟଙ୍କା । 

Devotees
ପ୍ରକଳ୍ପ ପାଇଁ ଭାଙ୍ଗିଦେଲେ; ବାରଦୁଆର ସୁଣ୍ତିପିଣ୍ତା ହେଉଛନ୍ତି ଶ୍ରଦ୍ଧାଳୁ

ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି ।

SBI Recruitment Over 8000 JA posts announced
SBI Clerk Recruitment: SBI ଆଣିଲା ସୁବର୍ଣ୍ଣ ସୁଯୋଗ; ନିଯୁକ୍ତି ପାଇବେ ୮୦୦୦ରୁ ଅଧିକ ପ୍ରାର୍ଥୀ

SBI ନେଇଆସିଛି ଚାରିକି ସୁଯୋଗ। ନିକଟରେ SBI ଅନ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ (JA) ଜୁନିଅର ଆସୋସିଏଟ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଓଡ଼ିଶା ପାଇଁ ମଧ୍ୟ ଅଛି ଅନେକ ଖାଲି।

MP & Chattisgarh Election
ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ

ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।

Auction
ନିର୍ମାଣସୌଧରେ ନିଲାମୀ ପାଲା, ୧୮ ଲକ୍ଷ ଟଙ୍କା ଗଣିବା ପରେ ସ୍ଥଗିତ ରହିଲା ନିଲାମ

୧୯୭୪ରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନ ଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟରେ କେସ୍ କରିଥିଲେ ଠିକା ସଂସ୍ଥାର ତତ୍କାଳୀନ ମୁଖ୍ୟ ବୀରେନ୍ଦ୍ର କୁମାର ପାଠକ।

Tribal Land transfer
ମୋହର ମାରିଥିଲା କ୍ୟାବିନେଟ୍, ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍

କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ।

Suresh Mohapatra
CMO ର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

ସୁରେଶଙ୍କୁ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଗଲା ।

Due to this fault of Vastu, the women of the house get sick more
Vastu Tips: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଘରର ଅଗ୍ନିକୋଣରେ ଦୋଷ ଥିଲେ ଧନ ଅଭାବ ହୋଇ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଆସିଥାଏ। ଏହି ବାସ୍ତୁଦୋଷ ବିଶେଷ ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ମଧ୍ୟ ହୋଇଥାଏ।

Zombie catfish
ଏମିତି ଏକ ବିରଳ ମାଛ... ମୃତ୍ୟୁ ପରେ ବି ଫେରେ ଜୀବନ 

ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ । 

Saif ali khan rejected tehse 5 films that turned out blockbuster
ସୈଫ୍ ଅଲ୍ଲୀ ଖାନ୍ ଏହି ୫ ଭୁଲ୍ କରି ନଥିଲେ ଆଜି ଥାଆନ୍ତେ ୩ ଖାନଙ୍କ ଉପରେ

ସୈଫ୍‌ ଅଲ୍ଲୀ ଖାନ ତାଙ୍କ କ୍ୟାରିଅରର ପିକ୍‌ ସମୟରେ ଏମିତି ପାଞ୍ଚଟି ବଡ ଭୁଲ୍ କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯଦି ଏହି ଭୁଲ୍‌ ସୈଫ କରି ନଥାନ୍ତେ ତେବେ ସେ ଆଜି ୩ ଖାନଙ୍କ ଉପରେ ଥାଆନ୍ତେ। ଆସନ୍ତୁ ଜାଣିବା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଏହି ୫ଟି ଭୁଲ କ’ଣ…

Uttarkashi Tunnel Collapse
ଟନେଲରେ ଫସିଛନ୍ତି ୪୦ ଶ୍ରମିକ, କିଛି ଦୂରରେ ରେସ୍କ୍ୟୁ ଟିମ୍‌...

ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, ତାହା କାମରେ ଆସି ନଥିଲା । ତେଣୁ ଦିଲ୍ଲୀରୁ ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଥିଲା ।

PM Modi on Deepfake Videos
‘ଡିପଫେକ୍‌ ଏକ ବଡ଼ ସମସ୍ୟା, AI ର ଦୁର୍ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

medical negligence allegations against mkcg hospital
କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରେ ଡାକ୍ତର ବ୍ୟସ୍ତ ! ସେପଟେ ଚାଲିଗଲା ରୋଗୀଙ୍କ ଜୀବନ...

 ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । 

BMC
ଏଣିକି ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି

ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।

Two sisters drown to death in Kendrapara
ଗୋବରୀ ନଦୀରେ ବୁଡ଼ିଗଲେ ୨ ଭଉଣୀ

ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

Ropeway
ଉଦ୍‌ଘାଟନ ହେଲା ନନ୍ଦନକାନନ ରୋପ୍‌ୱେ; କାଲିଠୁ ପର୍ଯ୍ୟଟକ ନେଇପାରିବେ ମଜା

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।

Odia BSF Jawan
ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ

ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର । ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ ।

Uttarkashi tunnel collapse
ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ପାଇପ୍‌ ଯୋଗେ କରାଯିବ ଉଦ୍ଧାର...

ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇପ୍‌ ମାଧ୍ୟମରେ କରାଯିବ ଉଦ୍ଧାର । ପାଇପ୍‌ ଯୋଗେ ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା ରଖାଯାଇଛି ।

Senior Division Sub-Judge
ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ଆସବାବପତ୍ର ନିଲାମ

କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ ।

No road connectivity to village, irate locals stop convoy of MLA Pradip Kumar Disari
କଳାହାଣ୍ଡିରେ ବିଧାୟକଙ୍କୁ ବିରୋଧ; ଗାଁ ମୁଣ୍ଡରୁ ଫେରିଆସିଲେ ଲାଞ୍ଜିଗଡ଼ ବିଧାୟକ

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।

Kulgam Encounter
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା; ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚଅପରେସନ୍‌ କରିଥିଲେ ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result