• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Ind Vs Aus T20
ବିଶ୍ୱକପ୍ ପରାଜୟ କ୍ଷତରେ ସାମାନ୍ୟ ମଲମ; ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଲା ଭାରତ

ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ବାଜି ମାରିଛି ଭାରତ ।

Birju Kullu
ବିରଜୁ କୁଲୁଙ୍କୁ ଠକିଦେଲା କି ପ୍ରଶାସନ? ପ୍ରତିଶ୍ରୁତିର ୩ବର୍ଷ ପରେ ବି ମୁଣ୍ଡକୁ ଛାତ ନାହିଁ କି ମିଳିନି ସହାୟତା

ଧିରେ ଧିରେ କ୍ଷୀଣ ହୋଇ ଆସିଲାଣି ଶରୀରର ବଳବପୁ । ବାପା ମା’ ତ ଦୂରର କଥା, ଜୀବନରେ ପୁଅ, ଝିଅ କି ପତ୍ନୀ ବୋଲି କେହିନାହାଁନ୍ତି । ସଂପର୍କିୟଙ୍କ ହାତ ଟେକାରେ ଯାହା ଜୀବନ ଜୀଇଁବାକୁ ପଡୁଛି ।

Lok Sabha website
ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଦଳିଲା ଲୋକସଭା ୱେବ୍‌ସାଇଟ୍‌ ଭିଜିଟ୍‌ ନିୟମ !

କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍‌ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍‌ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ ।

Panchuka
ପଞ୍ଚୁକ ପ୍ରଥମ ଦିନ: ଜଗାର ଲକ୍ଷ୍ମୀନାରାୟଣ ବେଶ, ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।

odisha assembly
ଆଜି ବି ଆଦିବାସୀ ଝଡ଼ରେ କମ୍ପିଲା ଗୃହ; ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ବିଶ୍ୱଭୂଷଣ

ଆଦିବାସୀଙ୍କ ଜମି ଅଧିକାର ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୋସନକୁ କାହିଁକି ଗ୍ରହଣ କରି ଆଲୋଚନା ହେଉନି, ସେନେଇ ପ୍ରତିବାଦ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଆଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ବଦଳରେ ପ୍ରତ୍ୟାହାର ଓ ପେସା ଆଇନ୍ ଲାଗୁ କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଇଥିଲେ ।

Deepfake
ଡିପ୍ ଫେକ୍ ରୋକିବାକୁ କେନ୍ଦ୍ର ଆଣିବ ନୂଆ ନିୟମ; ଆପଣାଯିବ ଚାରି ସୂତ୍ରୀ କାର୍ଯ୍ୟପନ୍ଥା

ଅଭିନେତା କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା । ସମସ୍ତଙ୍କୁ ଏବେ ଘାରିଛି ଡିପ୍ ଫେକର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା । ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର ।

Uttarkashi tunnel collapse
ଟନେଲ୍ ନିକଟରୁ ଆସିପାରେ ଖୁସି ଖବର; ବାହାରେ ତୟାର ଆମ୍ବୁଲାନ୍ସ, ହସ୍ପିଟାଲରେ ପ୍ରସ୍ତୁତ ବେଡ୍

ଆଉ ମାତ୍ର କେଇ ମିଟର ଦୂରରେ ୪୧ଟି ନିରୀହ ଜୀବନ । ସରି ସରି ଆସୁଛି ୨ଶହରୁ ଅଧିକ ଘଣ୍ଟାର ଅପେକ୍ଷା ଓ ଅନିଶ୍ଚିତତା । ୮ଶହ ମିଲିମିଟର ଓସାରିଆ ପାଇପ ଯେତେ ଭିତରକୁ ପଶୁଛି, ସେତେ ଉଜ୍ଜୀବିତ ହେଉଛି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ।

Husband Kills Wife & Daughter
ଶୋଇବା ଘରେ ନାଗ ଛାଡ଼ି ମା-ଝିଅଙ୍କୁ ମାରିଦେଲା ଜହ୍ଲାଦ ବାପ !

ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ ।

Conspiracy Of Husband To Take Life Away Of Wife And Daughter In Ganjam
ଘରେ ଶୋଇଥିଲା ସ୍ତ୍ରୀ, ସ୍ୱାମୀ ଛାଡ଼ିଦେଲା କୋଳଥିଆ ନାଗ; ଚାଲିଗଲା ମା’-ଝିଅଙ୍କ ଜୀବନ

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।

Uttarkashi, Tunnel Tragedy
‘ଆଉ କିଛି ଅସୁବିଧା ହେବନି, ସବୁ କିଛି ଠିକ୍‌ ହୋଇଯିବ.. ଠାକୁର ବୁଲିଲେଣି !’

ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।

Bill Gates
‘ସପ୍ତାହକୁ ୩ ଦିନ କାମ କଲେ ବି ଯଥେଷ୍ଟ, ମଣିଷର ସ୍ଥାନ ନେଇପାରିବନି AI...’

ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍‌ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।

Delhi boy stabs 18-year-old multiple times
ନିଶାରେ ମତ୍ତ ହୋଇ ହାଣିଲା, ତା'ଉପରେ ନାଚିଲା ..

ନିଶାରେ ମତ୍ତ ବାଳକର ବିଭତ୍ସ କାଣ୍ତ । ୬୦ ଥର ଛୁରୀ ଭୁଷିଲା, ପରେ ନାଚିଲା । ମଝିରେ ମଝିରେ ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।

EC issues show cause notice to Rahul over remarks against PM Modi
ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି; EC କଲା ନୋଟିସ୍‌

ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା ।

Tomato Truck Accident
ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହିନେଲେ

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।

Tunnel Collapse
ଫିଟୁଛି ମୁକୁଳିବାର ବାଟ; ଆଉ ମାତ୍ର ୪ ମିଟର ଦୂରରେ ୪୧ ଜୀବନ

ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା’ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ ।

Kinner Deepa Sahoo
କିନ୍ନର ଦୀପା ସାହୁଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହେବା ସହ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା।

Odisha Assembly
ରାଜ୍ୟରେ ଜୀବନ ନେଇଛି ଦୁର୍ଘଟଣା; ଗତ ୫ ବର୍ଷରେ ୨୫,୯୩୪ ଜଣଙ୍କ ମୃତ୍ୟୁ

ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।

Mobile Tower and Internet
୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁରେ ମିଳିବ ମୋବାଇଲ ସୁବିଧା

ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।

Gill stays on top, Kohli rises to third
ଶୀର୍ଷରେ ଶୁବମାନ ସ୍ଥିର, ଚମତ୍କାର ପ୍ରଦର୍ଶନ ପରେ ତୃତୀୟରେ କୋହଲି

ବିଶ୍ୱକପ ଶେଷ ହେବା ପରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଘୋଷଣା କରା ଯାଇଛି । ବ୍ୟାଟିଂରେ ଶୁବମାନ ଗିଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Sritam Das
ଘୋଡ଼ାରୁ ପଡ଼ି ଭାଙ୍ଗିଲା ଅଭିନେତା ଶ୍ରୀତମଙ୍କ ହାତ

ତାଙ୍କ ଅସ୍ତ୍ରୋପଚାର କରାଯାଇପାରେ ବୋଲି ସୂଚନା ମିଳିଛି ।

Sanlisha
‘ଓଡ଼ିଆ ସିନେମା ବଞ୍ଚାଅ’ ନାରା ଦେଇ ଧାରଣାରେ 'ପ୍ରଥା' ସିନେମାର ପ୍ରଯୋଜିକା ସନଲିଶା

ଇନଭେଷ୍ଟରମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ପ୍ରଦାନ ପାଇଁ ବି ସେ ଦାବି ରଖିଛନ୍ତି ।

Sam Altman to return as OpenAI CEO
'ପାଞ୍ଚ ଦିନର ହାଇଡ୍ରାମା ପରେ ଓପନ AI କୁ ଫେରିବେ ସାମ୍'

ପାଞ୍ଚ ଦିନ ଧରି ହାଇଡ୍ରାମା । ପ୍ରଥମେ ବହିଷ୍କାର ପୁଣି ପ୍ରତ୍ୟାବର୍ତ୍ତନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଓପନ AI କୁ ଫେରିବେ ସାମ ଅଲ୍ଟମ୍ୟାନ ।

Deep Fake
ଖୁବ୍‌ ଶୀଘ୍ର ବନ୍ଦ ହେବ ଡିପ୍‌ ଫେକ୍‌, ଆସିବ କଡ଼ା ନିୟମ..!

କିଛି ଦିନ ତଳେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା ।

Ind vs Aus
ପୁରୁଣା ଦଳ, ପୁରୁଣା ମୁହଁ, ଫର୍ମାଟ କିନ୍ତୁ ନୂଆ; ଆଜି ଭାରତ ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ମ୍ୟାଚ

ସରିଛି ବିଶ୍ୱକପ, ଭାଙ୍ଗିଛି ହୃଦୟ । କିନ୍ତୁ ଅତୀତକୁ ପଛରେ ଛାଡ଼ି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ । ବିଶ୍ୱକପ ଶେଷ ହେବାର ମାତ୍ର ତିନି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ସିରିଜ । କେବଳ ଫର୍ମାଟ ହିଁ ନୂଆ, କିନ୍ତୁ ବିପକ୍ଷ ସେହି ପୁରୁଣା ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result