ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି ।
ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି ।
ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।
ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।
ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ଇଞ୍ଜେକ୍ସନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।
୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି ।
ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୯.୦୨ ଗତେ ୧୨ଶୀ ।
ପହିଲି ପଞ୍ଚୁକରେ ବାବା ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତା ଶନିବାର ବଡ଼ ଓଷା ।
ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା । ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଥିଲେ ୨ ଜଣ ।
ହେରାଲ୍ଡ ମାମଲାକୁ ନେଇ ହଇଚଇ...ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି
ଆଜି ବଡ଼ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ….ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା....ବରିଷ୍ଠ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ନିୟୋଜିତ ଅଛନ୍ତି ସ୍ୱେଚ୍ଛାସେବୀ...
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି ।
ଭିଟାମିନ୍ ଡି’ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଏହାର ଭୂମିକା ସବୁଠାରୁ ଅଧିକ। ଏହା ମାଗଣାରେ ମିଳୁଥିଲେ ବି ଆଜିକାଲି ପିଲାମାନଙ୍କ ପାଖରେ ଏହାର ଅଭାବ ଦେଖିବାକୁ ମିଳେ। ଜାଣନ୍ତୁ ଏହାର କାରଣ..
ପୁଣିଥରେ ଗଜପତି ଜଙ୍ଗଲକୁ ଫେରିଛି । ବାଘ ପାଦ ଚିହ୍ନ ଓ କ୍ୟାମେରା ଟ୍ରାପରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି ।
ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।
ସମସ୍ତଙ୍କ ଅପେକ୍ଷା କେତେବେଳେ ଶ୍ରମିକଙ୍କ ପାଖରେ ପହଁଚିବ ଉଦ୍ଧାରକାରୀ ଟିମ୍ ଏବଂ ଦୀର୍ଘ ଦିନର ଯନ୍ତ୍ରଣାରୁ ଶ୍ରମିକଙ୍କୁ ମିଳିବ ମୁକ୍ତି।
କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ଏହି ୫ଦିନ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ କରାଯିବାର ପରମ୍ପରା ରହିଛି । ସେହି ବେଶ ଦର୍ଶନ ପାଇଁ ଆଜିଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।
ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ ।
ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ ।
ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା ।
ଛତିଶଗଡ଼ ଭଳି ରାଜସ୍ଥାନ ସରକାର ମଧ୍ୟ ଗୋବର କିଣି ଏହାର ଉପଯୋଗ କରିବ । ଯାହା କି ଜମିରେ ଖତ ଭାବରେ ବ୍ୟବହାର ହେବ । ଏହାଛଡ଼ା ବୋୟୋଗ୍ୟାସ ମଧ୍ୟ ପ୍ରସ୍ତୁତ ହେବ ।
ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।
ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।
୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?