• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Weather
ଜାଡ଼ରେ ଥରୁଛି ଓଡ଼ିଶା, ୧୦ ତଳେ ୧୪ ସହର

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା ।

Dunki
କମାଲ୍ କରିବ କି ରାଜୁ ହିରାନୀଙ୍କ 'SRK' ଏକ୍ସପେରିମେଣ୍ଟ ?

ରିଲିଜ୍ ହୋଇଛି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଏବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି । ଥ୍ରୀ-ଇଡିୟଟ୍ସ ଓ ପିକେ ପରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି କୁହାଯାଉଛି ।

Rajya Sabha
ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍, ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।

Health Issue
ବିଗୁଡୁଛି ସ୍ଥିତି, ହଇଜାରେ ଗଲାଣି ୧୩ ଜୀବନ

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।

Marriage
ଭୋଜିକୁ ଆସିପାରିଲେନି, ଏବେ ଗଣିବେ ମୋଟା ଅଙ୍କର ଫାଇନ୍‌

୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ ।

PDS Scam
ଗରିବଙ୍କ ପେଟକୁ ଲାତ, ସରକାରୀ ଚାଉଳ ଚଳୁ

ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ ।

5T School
ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି ।

Vibrio Cholerae
କେଉଁଠୁ, କାହିଁକି ଓ କେମିତି ବ୍ୟାପିଲା ହଇଜା ? ୬ ନୁହେଁ, ନେଲାଣି ୧୩ ଜୀବନ !

ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।

Child Kidnapping
ସ୍ତ୍ରୀଠୁ ମୁକ୍ତି ପାଇଁ ପୁଅକୁ ଅପହରଣର ନାଟକ; ଗୋଟେ ଦିନରେ ଗୋଲ୍‌ କରିଦେଲା ପୋଲିସ..

କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ ।

Kashmiri Fraud
ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନ୍ୟୁଡ୍‌ କଲ୍‌ କରାଇ ଲୁଟୁଥିଲା କୋଟି କୋଟି ଟଙ୍କା

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।

Criminal Law
ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍; IPC, CRPC ରେ ଲାଗିଲା ବିରାମ

ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ ।

Amit Shah
ଆଇପିସି ଓ ସିଆର୍‌ପିସିରେ ବିଲ୍‌ରେ ସଂଶୋଧନ; ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ

ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

Cholera
ବଢୁଛି ହଇଜା ମୃତ୍ୟୁ ସଂଖ୍ୟା; ୬ ନୁହେଁ ୧୩ ମୃତ୍ୟୁ !

ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି ।

Attracting the youth by hook or crook to win election
ନିର୍ବାଚନ ବୈତରଣୀ ପାର ହେବାକୁ କଳେ-ବଳେ-କୌଶଳେ ଯୁବବର୍ଗଙ୍କୁ ଆକର୍ଷଣ

ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନିଅନ୍ତି। ଯୁବକମାନଙ୍କୁ ହାତ ମୁଠାରେ ରଖିବା ନେଇ ବିଭିନ୍ନ ଯୋଜନାରେ ଲାଗି ପଡନ୍ତି। ‘ବିଜୁ ଯୁବ ବାହିନୀ’ ଏହାର ଉଦାହରଣ। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କ’ଣ ?

Chilika: 60 people stranded after boat stuck in mid-sea
ଚିଲିକା ମଝିରେ ଫସିଲା ଡଙ୍ଗା, ଫସି ରହିଲେ ୬୦ ଜଣ ଯାତ୍ରୀ

ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା । ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ।..

Dinosaur Eggs
ଇଷ୍ଟଦେବତା ଭାବେ ପୂଜା କରି ଆସୁଥିଲେ, ଏବେ ଜଣାପଡ଼ିଲା ଡାଇନୋସର ଅଣ୍ଡା

ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ସେମାନେ ଏହାକୁ ଡାଇନୋସର ଅଣ୍ଡା ବୋଲି ଚିହ୍ନଟ କରିଛନ୍ତି ।

Cholera
ରାଉରକେଲାରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, କେମିତି ବ୍ୟାପେ ଏ ରୋଗ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ...ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ଖାଦ୍ୟ ନଳୀକୁ ସଂକ୍ରମଣ କରିଥାଏ...ବହୁତ ଶୀଘ୍ର ଏହା ଶରୀରରେ କ୍ଷତି ପହଞ୍ଚାଏ...

Special Day
୨୦୨୩ ମସିହାର ଶେଷ ତାରିଖ ୧୨-୩୧-୨୩ କାହିଁକି ଖାସ୍‌, କ’ଣ ଏହାର ଅର୍ଥ ? ଜାଣନ୍ତୁ...

ଏହି ବର୍ଷର ଶେଷ ତାରିଖ ଅନେକଙ୍କ ପାଇଁ ଆଣିଦେବ ସୁଖ ଆଉ ସମୃଦ୍ଧି । ଅନେକଙ୍କ ପାଇଁ ଏହି ଦିନଟି ଖୁବ୍‌ ଶୁଭ ଦାୟକ । 

corona
ପୁଣି ଫେରିଲା କରୋନା: କର୍ଣ୍ଣାଟକରେ ଜଣେ ମୃତ

କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା..ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇନି...

Crime
ଟ୍ୱିଷ୍ଟ.. ପଟିଆ ଷ୍ଟେସନ ନିକଟରୁ ଶିଶୁ ଅପହରଣ ଘଟଣାରେ ବାପା ମୁଖ୍ୟ କଳାକାର !

ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।

Droupadi Murmu
ଉପରାଷ୍ଟ୍ରପତିଙ୍କୁ ମିମିକ୍ରି : ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବେଗ

ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବାକୁ ନେଇ ରାଷ୍ଟ୍ରପତି ନିରାଶ ...ଧନକରଙ୍କୁ ଫୋନ କରି କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

murder
କି ନିର୍ଦ୍ଦୟ ମଣିଷ ! ଚା’ କପେ ପାଇଁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ସ୍ୱାମୀ

କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।

Aditya L1
ଇସ୍ରୋକୁ ମିଳିବ ବଡ଼ ସଫଳତା ! ପଏଣ୍ଟ ୧ ଅଭିମୁଖେ ଯାଉଛି ଆଦିତ୍ୟ L1

L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।

Corona
କରୋନା ଭୟ ! ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି । 

Child Kidnap
ପଟିଆ ଷ୍ଟେସନ୍‌ରୁ ଅପହରଣ କରିଥିଲେ, କଟକରୁ ମିଳିଲା ଶିଶୁ

ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।