ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର।
କେବଳ ସାମଗ୍ରୀ ନୁହେଁ, ସେବା କ୍ଷେତ୍ରରେ ବଢିବ ଜିଏସଟି ବ୍ୟାଙ୍କ ସେବା, ହୋଟେଲ ରହଣୀ ଓ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ବି ଢେର୍ ବଢ଼ିଯିବ।
ଏନଡିଏ ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀଙ୍କ ବିଜୟ ମନାସିଲା ଓଡ଼ିଶା
ବିଭିନ୍ନ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ମାର୍ଗାରେଟା ଆଲଭା
ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ ୨୦୦ କୋଟି ମାର୍କକୁ ପାର୍ କରିଛି।
ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି।
ବିମାନ ଇନ୍ଧନ(Aviation Turbine Fuel- ATF) ଦାମ୍ ଗତକାଲି ୨.୨% କମିଛି। ଅନ୍ୟପକ୍ଷେ, ଗତ କିଛିଦିନ ହେବ କ୍ରୁଡ୍ ଅଏଲ୍(ଅଶୌଧିତ ତୈଳ) ଦର ପାଖାପାଖି ୧୦୦ ଡଲାର ରହିଛି।
ଫଟୋ ମାଧ୍ୟମରେ ଦେଖନ୍ତୁ ଦେଶର ବିଭିନ୍ନ ଖବର...
ବିଜେପି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି
ଭୋଟ୍ ପାଇଁ ମାଗଣା ବଣ୍ଟନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧ କରିଛନ୍ତି। ଭୋଟ୍ ପାଇଁ ଏହି ରଣନୀତିକୁ ମୋଦି ‘ମାଗଣା ରାବିଡ଼ି’ ସହ ତୁଳନା କରିଛନ୍ତି।
ଛାତ୍ରଙ୍କ ପାଇଁ କ୍ୟାବ୍ ବୁକ୍ କଲା ରେଳ ବିଭାଗ...ହେଲେ କାହିଁକି ?
ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ଗୁଳିମାଡ଼ ହୋଇଛି ।
ଉତ୍ତରପ୍ରଦେଶ ଲୋକଙ୍କ ଉନ୍ନତି ପାଇଁ ବଡ଼ ଉପହାର ବୋଲି କହିଲେ ମୋଦି
ଆଉ ଅହେତୁକ ଭାବରେ ବୃଦ୍ଧି ପାଇବନି ପିଆଜ ଦର ।
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସଜସଜ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ନିଜ ଦଳ ଓ ନେତାଙ୍କ ଉପରେ ଯେପରି ବିଶ୍ୱାସ ରଖିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହେଲାଣି ।
ହୃଦୟ ଛୁଇଁବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। ପୋଲିସ୍ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି।
ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ।
ଆଇନ କାର୍ଯ୍ୟକାରୀ ହେବା ପରେ ଯଦି କୌଣସି ସଂସ୍ଥା ବା ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।
କାଟ୍ସା ହଟିବା ଦ୍ୱାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରୀ ସୃଦୃଢ ହେବ ବୋଲି ରୋ ଖାନ୍ନା ଆଶା ରଖିଛନ୍ତି।
ଆଗାମୀ ଫିଚରକୁ ନେଇ ସ୍କ୍ରିନ୍ସଟ୍ ସେୟାର କରିଛି WAବିଟାଇନ୍ଫୋ।