ଏକ ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଛିଣ୍ଡି ପଡ଼ିବା ଯୋଗୁ ଏହି ଅଘଟଣ ଘଟିଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲିଫ୍ଟରେ ବିଲ୍ଡିଂର ୭ମ ମହଲାରୁ ଗ୍ରାଉଣ୍ଡ୍ ଫ୍ଲୋର୍କୁ ଆସୁଥିଲେ।