ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ
ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।
ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୫୦ ଟଙ୍କା ରହିଛି ।
ରାଜସ୍ଥାନରେ ଜଣେ ମହିଳା ବିବାହର ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ମା ହୋଇଛନ୍ତି ।
ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଆଜି ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପୂର୍ବରୁ ଜଗଦୀପ ଧନଖଡ଼ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।
ଆଇଟି ରେଡ୍ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।
ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍ଲା କରିଛନ୍ତି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍କା ଲାଗିପାରେ।
ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି।
ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ ।
ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର
ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।
ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୭୫୦ ଟଙ୍କା ରହିଛି ।
ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ ନୀତୀଶ ।
ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା
ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରରେ ପ୍ରଧାନମନ୍ତ୍ରୀ କୌଣସି ପ୍ରକାର ନିବେଶ କରିନାହାନ୍ତି ।
୨୦୦୦ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ
ବିହାରରେ ନୂଆ ମହାମେଣ୍ଟ ସରକାର
ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ ।