ଏଥର ରାଜଧାନୀରେ ବିନା ବାଣରେ ଦୀପାବଳି
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୮୫୦ ରହିଛି
ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।
କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।
ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।
୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
ଏଣିକି ଆଉ ଗାଡ଼ି ଚଳାଇବା ସମୟରେ ବନ୍ଦ ହେବନି ସିଟ୍ ବେଲ୍ଟ ଆଲାର୍ମ
କର୍ମଚାରୀଙ୍କ ଏଭଳି ଲୁକ୍ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।
ବୃଦ୍ଧି ପାଇଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୦୦ ରହିଛି
ହିନ୍ଦୁ ଯୁବକଙ୍କୁ ଲଭ୍ ମ୍ୟାରେଜ୍ କରିବା ପରେ ମୁସଲିମ୍ ଯୁବତୀଙ୍କ ଗୁହାରୀ
୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ...
ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।
ରାଜପଥ ନୁହେଁ, ଏବେ କର୍ତ୍ତବ୍ୟପଥ
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ହେବ ଆଲୋଚନା
ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।
ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।
ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..
ଯଦି ଆପଣ ଫୋନ୍ ପାସ୍ୱାର୍ଡ, ପିନ୍ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍ଲକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍ ସେଣ୍ଟର ଯିବାକୁ ପଡ଼ିବନି।
ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।