• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

broken vehicle
ମଝି ରାସ୍ତାରେ ଖରାପ ହେଲା ଗାଡ଼ି : ଗଧ ଡାକି ସୋ'ରୁମ୍‌ରେ ଗାଡ଼ି ଛାଡି ଦେଇ ଆସିଲେ ମାଲିକ

ନୂଆ କିଣୁକିଣୁ ଖରାପ । ବାରମ୍ବାର ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବାରୁ ରାଗିଗଲେ ମାଲିକ । ଗଧ ଡାକିଲେ, ଟାଣିଟାଣି ନୂଆ ଗାଡିକୁ ସୋ’ରୁମ୍‌ରେ ଛାଡିଲେ

bride
ଅଧା ରାସ୍ତାରେ କାର୍‌ରୁ କନ୍ୟା ଫେରାର୍‌ । କାନମୁଣ୍ଡ ଆଉଁସି ଘରକୁ ଫେରିଲା ବର

ସ୍ୱାମୀ ବିରୋଧରେ ଅଜବ ଅଭିଯୋଗ ଆଣି ମଝି ରାସ୍ତାରୁ ଛୁ ମାରିଲା କନ୍ୟା

Gas Leak in Ludhiana
ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୧୧ ମୃତ, ୧୧ ଗୁରୁତର

ଗିୟାସପୁରାର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ଅଘଟଣ ଘଟିଛି ।

mobile phone
ବସ୍‌ରେ ବିନା ହେଡ୍‌-ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ ! ୩ ମାସ ଜେଲ୍‌?

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

Man Ki Baat
ଆଜି ସେଞ୍ଚୁରୀ ମାରିବ ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ରେଡିଓରେ ପ୍ରସାରିତ ହେବ ଶହେତମ ଅଧ୍ୟାୟ

ଆଜି ଦେଶବାସୀଙ୍କୁ ମୋଦି କ’ଣ କହିବେ, ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ ।

Narendra Modi
ସେଞ୍ଚୁରି ମାରିବ 'ମନ୍ କୀ ବାତ୍' ! ସେଦିନର ଅଭିନବ ପ୍ରୟାସ କାଲି ଐତିହାସିକ ପାଲଟିବ

ସେଞ୍ଚୁରି ମାରିବ 'ମନ୍ କୀ ବାତ୍'। ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ୧୦୦ ତମ ଅଧ୍ୟାୟ ପୂରା କରିବ। ସେତେବେଳେ ଅଭିନବ ଥିବା ଏହି ପ୍ରୟାସ କାଲି ଐତିହାସିକ ପାଲଟିବ। ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ

  • Saturday, 29 April 2023
Puducherry govt
ମହିଳା କର୍ମଚାରୀଙ୍କୁ ବଡ଼ ଭେଟି, ପୂଜାପାଠ ପାଇଁ ମିଳିବ ଛୁଟି

ଏଣିକି ମହିଳା କର୍ମଚାରୀଙ୍କୁ ପୂଜାପାଠ କରିବା ପାଇଁ ଅଫିସ୍‌ ପକ୍ଷରୁ ଛୁଟି ପ୍ରଦାନ କରାଯିବ ।

Mann Ki Baat
ସେଞ୍ଚୁରି ମାରିବ 'ମନ୍ କୀ ବାତ୍' ! ସେଦିନର ଅଭିନବ ପ୍ରୟାସ କାଲି ଐତିହାସିକ ପାଲଟିବ

ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ

IG shares important info on naxal attack
ଦାନ୍ତେୱାଡାରେ ନକ୍ସଲ ହମ୍‌ଲା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଆଇଜି

ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍‌ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

Twitter locks news agency ANI account
ନ୍ୟୁଜ୍‌ ଏଜେନ୍ସି ANIର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ବ୍ଲକ୍‌ ! ନାବାଳକ ଦର୍ଶାଇ କାର୍ଯ୍ୟାନୁଷ୍ଠାନ

ଏଲନ୍‌ଙ୍କର ଏ କି ପାଗଳାମୀ । ନ୍ୟୁଜ୍‌ ଏଜେନ୍ସି ANIକୁ ନାବାଳକ ଦର୍ଶାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Rajnath Singh
ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ରାଜନାଥଙ୍କ ଆହ୍ୱାନ

SCO ବୈଠକରେ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Hydrogen energy Boats
ଦେଶର ପ୍ରଥମ ହାଇଡ୍ରୋଜେନ୍ ଏନର୍ଜି ବୋଟ୍, ଆବଶ୍ୟକ ନାହିଁ ପେଟ୍ରୋଲ-ଡିଜେଲ

କଲେଜର ‘ସି ଶକ୍ତି’ ଟିମ୍‌ର ୧୦ ଜଣିଆ ସଦସ୍ୟ ଏହି ବୋଟର ନିର୍ମାଣ ଓ ଡିଜାଇନ କରିଛନ୍ତି।

  • Saturday, 29 April 2023
atiq ahmed shooters did call before shootout sit found details
ଅତିକ୍‌-ଅଶ୍ରଫଙ୍କୁ ମାରିବ ପୂର୍ବରୁ ସୁଟର କାହାକୁ କରିଥିଲେ ଶେଷ କଲ ! SIT ହାତରେ ଲାଗିଛି ତଥ୍ୟ...

ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।

fashion designer muskan narang found hanging in bedroom
‘ମୁଁ ବହୁତ ଚେଷ୍ଟା କଲି’...ଫ୍ୟାଶନ ଡିଜାଇନରଙ୍କ ମୃତ୍ୟୁର ପୂର୍ବର ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚା

ବେଡ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

9 Andhra School Students Die By Suicide After Exam Results
ରେଜଲ୍ଟ ବାହାରିବା ପରେ ଆତ୍ମହତ୍ୟା କଲେ ୯ ଛାତ୍ରଛାତ୍ରୀ ! 

ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।

Woman Allegedly Commits Suicide After Husband Stops Her From Going To Parlour
ପାର୍ଲର ଯିବାକୁ ମନା କଲେ ସ୍ୱାମୀ, ଫ୍ୟାନ୍‌ରେ ଝୁଲି ପଡ଼ିଲା ସ୍ତ୍ରୀ !

ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି। 

President Of India Droupadi Murmu
ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ, ରାତାରାତି ତିଆରି ହେଉଛି ରାସ୍ତା...

ବଦଳୁଛି ଗାଁର ରୂପରେଖ, ମାଟି ରାସ୍ତା ହେଉଛି ପିଚୁ । ମେ ୪ ତାରିଖରେ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ।

Wrestler protest In India, Fir Lodged Against BJP MP WFI Chief Brij Bhushan
Wrestler Protest In India: BJP ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ FIR

ଯୌନ ନିର୍ଯାତନା ଅଭିଯୋଗରେ ରେସଲରଙ୍କ ଧାରଣା ଜାରି । ଯନ୍ତରମନ୍ତର ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।

shopkeeper bites of customer ear
ବାକି ମାଗିବାରୁ ରାଗିଗଲେ ଦୋକାନୀ, ଦାନ୍ତରେ କାମୁଡି ଛିଣ୍ଡାଇଦେଲେ ଗ୍ରାହକଙ୍କ କାନ

ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି...

Vande Bharat Express
ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍

ରାଜ୍ୟରେ ନିୟମିତ ଚଳାଚଳ ପୂର୍ବରୁ ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍...୬ଟି ଷ୍ଟପେଜ୍ ସହ ମାତ୍ର ୬ଘଣ୍ଟା ୨୫ ମିନିଟରେ ହାୱଡ଼ାରୁ ପହଞ୍ଚିଲା ପୁରୀ...ସେମି ହାଇସ୍ପିଡ ଟ୍ରେନରେ ଯାତ୍ରୀଙ୍କ ପାଇଁ କଣ ରହିଛି ବ୍ୟବସ୍ଥା ଦେଖିବା ରିପୋର୍ଟ

72-year-old loses Rs 99,500 after phone hangs
ହ୍ୟାଙ୍ଗ୍‌ ହୋଇଗଲା ଫୋନ୍‌, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା !

ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।

Man kills Wife
ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀର ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରି ମରଶରୀରରେ ନିଆଁ ଲଗାଇଦେଲା..

ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା।

UK PM Sunak
ମୋ ଝିଅ ପାଇଁ ରୁଷି ସୁନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇଛନ୍ତି..ଏମିତି କାହିଁକି କହିଲେ ସୁଧାମୂର୍ତ୍ତି ?

ଗତ ଗୁରୁବାର ଦିନ ସୁଧାମୂର୍ତ୍ତି ଏହା କହିଛନ୍ତି । ଅକ୍ଷତା ମୂର୍ତ୍ତି ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ୨୦୦୯ରେ ବିବାହ କରିଥିଲେ । ପ୍ରସିଦ୍ଧ ଟେକ୍ କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ହେଉଛନ୍ତି ଅକ୍ଷତା ମୂର୍ତ୍ତି ।

Sco meeting defence minister rajnath singh chair meet
SCO ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ; ‘ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେଲେ ଏକଜୁଟ ହେବାକୁ ହେବ’

SCO ୨୦୨୩ ଉପରେ ଭାରତ ଅଧ୍ୟକ୍ଷତା କରୁଛି । ଏହି ବୈଠକରେ ଚୀନ୍, କାଜାଖସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।

Funeral
‘ସାତଜନ୍ମର ସାଥୀ ତ ନାହାନ୍ତି, ତାଙ୍କୁ ଛାଡ଼ି ବଞ୍ଚିବି କେମିତି? ମତେ ବି ଜୁଇରେ ଜାଳିଦିଅ’

‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା।