ଓଡ଼ିଶାରେ ମଣିପୁରରେ ହିଂସା ଇଫେକ୍ଟ । ଇଣ୍ଟରନେଟ୍ କଟକଣା ଯୋଗୁଁ ଅଭିଭାବକ ଟଙ୍କା ପଠାଇ ପାରୁନଥିବାରୁ ଫି ଦାଖଲ କରିପାରୁ ନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ । ସହାୟତା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଗୁହାରୀ ପରେ ପ୍ରସ୍ତୁତି ଆରମ୍ଭ
Published By: Sarbeswar
Last updated: 06 August 2023, 10:04 PM IST
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି କୁହାଯାଇଛି । ତେବେ ଶାହଙ୍କ ଗସ୍ତରୁ ପାଇଥିବା ବଳ, ଆଗାମୀ ନିର୍ବାଚନରେ ସଫଳତା ଆଣିଦେବ ବୋଲି ଆଶା ରଖିଛି ପଦ୍ମ ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଶାହଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ ।