ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ମଧ୍ୟରୁ ଡଃ ବିକାଶ ଦିବ୍ୟକୀର୍ତ୍ତି ଅନ୍ୟତମ। ଯିଏକି ସରକାରୀ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ବି ତାଙ୍କ ମନ ବୁଝିନଥିଲା। କାରଣ ସେ ଚାହୁଁଥିଲେ ପିଲାଙ୍କୁ ପାଠପଢ଼ାଇବା ପାଇଁ।
ଲଟେରୀ ଟିକେଟ୍ ପ୍ରତି ୨୫୦ ଟଙ୍କା ରଖାଯାଇଥିଲା । ଫଳରେ ମହିଳାମାନେ ସମସ୍ତେ ଅଲଗା ଅଲଗା କରି ଟିକେଟ୍ କିଣିପାରିନଥିଲେ । ତେଣୁ ସମସ୍ତ ଏକାଠି ହୋଇ ୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।
୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍। ହେଲେ ଟ୍ରେନ୍ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା।
ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବୁ ଯାହା ଜାଣିଲେ ଆପଣ ଟିକେ ଅଟକି ଯିବେ । ଆଉ ଚିନ୍ତାରେ ପଡ଼ିବେ ।
ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।
ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।
ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।
ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।
ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାଧାରଣତଃ LICକୁ ଲୋକମାନେ ସୁରକ୍ଷା ତଥା ସଂଚୟର ପ୍ରମୁଖ ମାଧ୍ୟମ ଭାବେ ବାଛିଥା’ନ୍ତି । ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ, LICକୁ ଅଧିକ ବାଛିଥା’ନ୍ତି ଲୋକମାନେ ।
୪ ଫୁଟ ଲମ୍ବର ଅଜଗର ୧୩ ମହଲା ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଏହାକୁ ସ୍ଥାନୀୟ ଲୋକ ଦେଖିବା ପରେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରାଯାଇଛି ।
ଭୁବନେଶ୍ୱରର ଏକ ସୋ’ ରୁମରୁ ୬ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକର୍ତ୍ତା ରାଜଭବନରେ ପହଞ୍ଚିଥିଲେ ।
ଜଣେ ମହିଳା କର୍ମଚାରୀ ମା’ ହେବା ପରେ ଅନେକ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ସିକ୍କିମ୍ ସରକାର ।
କାର୍ଗିଲ ଯୁଦ୍ଧବେଳେ ଭାରତୀୟ ଯବାନଙ୍କୁ ବନ୍ଦୀ କରି ନୃଶଂସ ହତ୍ୟା କରିଥିଲା ପାକିସ୍ତାନ... କାନରେ ଷ୍କ୍ରୁ-ଡ୍ରାଇଭର୍ ପଶାଇ, ନାକ କାନ କାଟି ଆମ ଯବାନଙ୍କ ହତ୍ୟା କରିଥିଲା..ଏଭଳି ବର୍ବରକାଣ୍ଡ ପରେ ପାକିସ୍ତାନ ରେଡିଓ ମିଥ୍ୟା ଖବର ପରିବେଷଣ କରିଥିଲା...
୧୦ଟି ଜନଜାତି ସମୁଦାୟକୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ।
ତ୍ୟାଗ କରିଦେଉଛନ୍ତି ଭାରତୀୟ ନାଗରିକତା ! ଚଳିତବର୍ଷ ଜୁନ୍ ସୁଦ୍ଧା ଦେଶ ଛାଡ଼ିଛନ୍ତି ପ୍ରାୟ ୮୭ ହଜାର
ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।
କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।
ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।
ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।
ଅଢ଼େଇ ବର୍ଷର ଝିଅ ଜଳାନ୍ତକ ରୋଗରେ ପ୍ରାଣ ହରାଇଛି ।
ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ।
ଏହାସହ ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।
ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍ କଥା କଟାକଟି ଚାଲେ ।