ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ।
ମୋଦି କହିଲେ, ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।
କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ। ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି।
ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍ ଦେବେ ସରକାର। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଓ ଏକୁଟିଆ ଥିବା ପୁରୁଷ ସରକାରୀ କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ପିଲାଙ୍କ ଯତ୍ନ ପାଇଁ(Child Care Leave) ମୋଟ୍ ୭୩୦ ଦିନ ଛୁଟି ମିଳିବ।
୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।
ଅଭଦ୍ରୋଚିତ ଆଚରଣ ବିରୋଧରେ ହେଉ କଡ଼ା ଆକ୍ସନ କହିଲା ବିଜେପି । ବାଚସ୍ପତିଙ୍କୁ ଫେରାଦ ହେଲେ ଏନଡିଏ ମହିଳା ସାଂସଦ ।
ଏଭଳି ନିୟମ କଥା ଶୁଣି ଆପଣ ଚମକି ପଡ଼ିଥିବେ । ଆଉ ଭାବୁଥିବେ ଯେଉଁଠି ସାରା ରାଜ୍ୟର ନେତା ଏକାଠି ହେବେ ସେଠି ହଙ୍ଗାମା କେମିତି ବା ନହେବ । ହୋହଲ୍ଲା କେମିତି ବା ନହେବ । ଆଜ୍ଞା ହଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଆମ କଥା ସତ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି ଏକ ନିୟମ ଲାଗୁ କରାଯାଇଛି ।
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ମୋଦି ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ଶାହ ।
ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ।
ସଂସଦରେ ଅନେକ ମହିଳା ଉପସ୍ଥିତ ଅଛନ୍ତି । ସେମାନଙ୍କ ସାମ୍ନାରେ ଏଭଳି ଆଚରଣ ଆଦୌ ସମୀଚିନ ନୁହେଁ କହିଲେ ରବି ଶଙ୍କର ପ୍ରସାଦ ।
ଏହାକୁ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ PMSBY ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ ୨୦୧୫ରେ ଆରମ୍ଭ ହୋଇଥିଲା ।
ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଦୁଷ୍କର୍ମ ଅଭିଯୋଗ ଅଣାଯାଇପାରିବନି। ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି କିଛି ନିଷ୍ପତ୍ତି ଶୁଣାଇଛନ୍ତି।
ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩। ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି।
ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପିଠରେ ଏହି ପିଆଇଏଲ୍ର ଶୁଣାଣି କରାଯାଇଥିଲା ।
ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।
ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି ।
୨୦୧୧ ମସିହାରେ ବନ୍ଧୁଙ୍କ ସହ ମିଶି ପେପରଫ୍ରାଏ ପ୍ରତିଷ୍ଠା କରିଥିଲେ ଅମ୍ବରୀସ ମୂର୍ତ୍ତୀ ।
ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।
କିଛି କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ କିଛି ଜଣଙ୍କ ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଚାରି ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଯୋଗୁ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ମୌସୁମୀ ଅଧିବେଶନ ସରିବା ଯାଏଁ ନିଲମ୍ବନ । ପବ୍ଲିସିଟି ପାଇଁ ଡେରେକ ନାଟକବାଜି କରୁଥିବା କହିଲେ ଅଧ୍ୟକ୍ଷ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ...
ଇଏ ବି ଜଣେ ଶାଶୂ । କାନ ଉଠିଲା ବେଳଠୁ ଆପଣ ଜାଣିଥିବେ ଏମାନଙ୍କର ଭିତରେ କେବେ ପଡେନି...ହେଲେ ଇଏ ନିଜ ବୋହୂକୁ ଦେଇ ଦେଲେ କିଡନୀ । ଆଉ ଏବେ..
ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ ।