/odishatv-khabar/media/post_attachments/uploadimage/library/16_9/16_9_0/s_1701071534.jpg)
PM Modi Visits Tirumala Temple
ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ତିରୁମାଳା ଗସ୍ତ କରି ସ୍ୱାମୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଛନ୍ତି ।
Advertisment
ଏ ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ମୋଦି ତିରୁମାଳା ଗସ୍ତ କରିଥିଲେ । ଭେଙ୍କଟେଶ୍ୱରଙ୍କ ଦର୍ଶନ ପରେ ମୋଦି ତେଲଙ୍ଗାନା ଅଭିମୁଖେ ଯାତ୍ରା କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)