• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ଫଟୋରେ ଫଟୋରେ ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଟ୍ରାଜେଡି

ବିଶାଖାପାଟନମ୍‌: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍‌ ଲିକ୍‌ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍‌ ଗ୍ୟାସ୍‌ ଟ୍ରାଜେଡି କଥା। ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ […]

  • Monday, 26 July 2021
jaganmohan-reddy
ବିଶାଖାପାଟନମ୍ ଗ୍ୟାସ୍‌ ଲିକ୍ ଘଟଣା; ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା, ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା

ବିଶାଖାପାଟନମ୍‌: ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍‌ ଲିକ୍‌ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍‌ ନେବାର ସମସ୍ୟା ହେଉଥିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବିଶାଖାପାଟନମ୍‌ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ […]

  • Monday, 26 July 2021
mada
ଏଣିକି ଘରେ ପହଞ୍ଚିବ ମଦ! ନାମ ପଞ୍ଜୀକରଣ ପରେ ଏହି ୱେବସାଇଟରେ କରିପାରିବେ ଅର୍ଡର

କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍‌ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍‌(BEVCO) ଏକ ୱେବସାଇଟ୍‌ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ ମାଧ୍ୟମରେ ୨୧ ବର୍ଷରୁ ଅଧିକ ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ। ଖବର ଅନୁଯାୟୀ, ମଦ ଦୋକାନା ଆଗରେ ଭିଡକୁ କମ୍‌ କରିବା ପାଇଁ ଏହି ୱେବସାଇଟ୍‌ ଖୋଲାଯାଇଛି । […]

  • Monday, 26 July 2021
mada
ଆଜି ମଧ୍ୟରାତ୍ରୀରୁ ବଢ଼ିବ ମଦର ମୂଲ୍ୟ: ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଦର

ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ଆର୍ଥିକ ବର୍ଷ ୨୦-୨୧ ପାଇଁ ୨,୩୫୦ କୋଟିର ରାଜସ୍ୱ ଯୋଗାଡ଼ କରିବାରେ ସାହାଯ୍ୟ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି। ମଦର ଦର […]

  • Monday, 26 July 2021
co
ଦେଶରେ ୫୦ ହଜାର ନିକଟତର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ନିକଟତର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୨ ହଜାର ୯୫୮ ନୂଆ କେସ୍ ସହ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇଛି ଏହି ଘାତକ ମହାମାରୀ। ୩୩ ହଜାର ୫୧୪ ଚିକିତ୍ସାଧୀନ ଥିବା ବେଳେ ୧୪ ହଜାର ୧୮୩ ସୁସ୍ଥ […]

  • Monday, 26 July 2021
terro
ରିୟାଜ ନାୟକୁ, ଗଣିତ ସାର୍‌ରୁ କେମିତି ପାଲଟିଗଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ?

ଶ୍ରୀନଗର: ଗଣିତ ସାର୍‌ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି। ବୁଧବାର ରିୟାଜ ନାୟକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। […]

  • Monday, 26 July 2021
fish
ତଳେ ପଡି ଛଟପଟ ହେଉଥିଲେ ମାଛ, ଧାଇଁ ଆସି ଜୀବନ ବଞ୍ଚାଇଲା କୁକୁର

ନୂଆଦିଲ୍ଲୀ: ସେମାନଙ୍କ ସମ୍ପର୍କ ଖାଦ୍ୟ-ଖାଦକ। କିନ୍ତୁ ଖାଦକ ଏଠି ଖାଦ୍ୟକୁ ଖାଇବା ବଦଳରେ ଜୀବନ ବଞ୍ଚାଉଛି।  ସୋସିଆଲ ମିଡିଆରେ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ଏପରି କିଛି ଦୃଶ୍ୟ ରହିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟିରେ ଦେଖିବାକୁ ମିଳିଛି,  କୁକୁରଟି ତଳେ ପଡିଥିବା ଦୁଇଟି ଗୋଲ୍ଡ ଫିସ୍‌କୁ ନିଜ ପାଟିରେ ପୁରାଉଛି। ଦେଖିଲେ ତ ଲାଗିବ ଯେମିତି ତାକୁ ସେ ଖାଇଦେବ। ହେଲେ ନା। ସେମିତି କିଛି […]

  • Monday, 26 July 2021
tiger
ବନ୍ଧୁକ, ଫୋର୍ସ ସହ ବାଘ ଧରିବାକୁ ଆସିଲା ପୋଲିସ , ଦେଖିଲା ବେଳକୁ...

ନୂଆଦିଲ୍ଲୀ: ପିଲାବେଳେ ବାଘ ଓ ମିଛ କହୁଥିବା ପିଲଟିର କଥା ଶୁଣିଥିଲୁ।   ବାଘ ଆସିଲା, ବାଘ ଆସିଲା ବୋଲି ପିଲାଟି ମିଛରେ ଚିତ୍କାର କରିଥିଲା । କିନ୍ତୁ ସତରେ ଦିନେ ବାଘଟି ଆସିଥିଲା । ହେଲେ ପିଲାଟି ଯେତେ ଚିତ୍କାର କରି ଘର ଲୋକଙ୍କୁ ଡାକିଲେ ବି କେହି ତା କଥାକୁ ବିଶ୍ୱାସ କରିନଥିଲେ। ଶେଷରେ ପିଲାଟିକୁ ବାଘ ନେଇଯାଇଥିଲା। କିନ୍ତୁ ଆମେ ଯେଉଁ କାହାଣୀ ବିଷୟରେ ଏଠାରେ କହିବାକୁ ଯାଉଛୁ, ସେହିଭଳି ନ ହୋଇଥିଲେ ବି […]

  • Monday, 26 July 2021
pulitar
୩ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ମିଳିଲା ସମ୍ମାନଜନକ ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର। ଏମାନେ ହେଲେ ଆସୋସିଏଟେଡ୍‌ ପ୍ରେସ୍‌ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର ଖାନ ଏବଂ ଦର୍‌ ୟାସିନ। ଏମାନେ ସମସ୍ତେ ଜାମ୍ମୁ-କାଶ୍ମୀର ଅଞ୍ଚଳର।  ଫିଚର ଫଟୋଗ୍ରାଫି କ୍ୟାଟେଗୋରୀରେ ଏହି ତିନି ସାମ୍ବାଦିକଙ୍କୁ ପୁଲିତଜର ଆୱାର୍ଡ ମିଳିଛି। ଏହି ଆୱାର୍ଡ ପାଇଥିବା […]

  • Monday, 26 July 2021
exam444
ଜୁଲାଇ ୧୮ରେ ହେବ JEE ମେନ୍

ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବ JEE ମେନ୍ ଏଣ୍ଟ୍ରାନ୍ସ।  ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଦେଶରେ ଚାଲିବ ଜେଇଇ ମେନ୍ ପରୀକ୍ଷା।  ଆଜି ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ। ସେହିପରି ଜୁଲାଇ ୨୬ରେ ନିଟ୍‌(NEET) ପରୀକ୍ଷା କରାଯିବ। ଜେଇ ଆଡଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ କରାଯିବ ବୋଲି କହିଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ। ଦେଶରେ ଜୁଲାଇ ୧୮, ୨୦, ୨୧, ୨୨ ଏବଂ ୨୩ ତାରିଖରେ ପରୀକ୍ଷା କରାଯିବ। […]

  • Monday, 26 July 2021
monkey 222
ଖେଳଣା ବାଇକ୍‌ରେ ଆସିଲା ମାଙ୍କଡ଼, ସୁଯୋଗ ଦେଖି ଛୁଆକୁ ଟେକିନେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ  ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍‌ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। Can’t remember the last time I […]

  • Monday, 26 July 2021
police
ନବ ବିବାହିତଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କଲେ ପୋଲିସ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକରେ ପୋଲିସ […]

  • Monday, 26 July 2021
risi kapoor
ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ ହେଲା ଋଷିଙ୍କ ଚିତାଭସ୍ମ

ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍‌ଡାଉନ୍  ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]

  • Monday, 26 July 2021