ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି
ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ଆକାରର ବୋହିଥାଏ । ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ ?
କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।
ଏଥର ରାଜଧାନୀରେ କଡାକଡି ନିୟମ। ଘରୁ ବାହାରିଲେ ସଠିକ୍ ଢଙ୍ଗରେ ମାସ୍କ ନପନ୍ଧିଥିଲେ ଗଣିବେ ୫୦୦ ଟଙ୍କା ଜରିମାନା।
ସୁମିତ୍ ଆଉ ତପସ୍ୱିନୀ ମାମଲା ପ୍ରତିଦିନ ନେଉଛି ଏକ ନୂଆ ମୋଡ। ସୁମିତଙ୍କ ବାପା ଏବେ ହାଇକୋର୍ଟ ଦ୍ୱାରସ୍ଥ। ଟାର୍ଗେଟରେ ଏଥର ପୋଲିସ୍ ଆଉ ପବ୍ଲିକ୍। ଫୋକସରେ ସେଦିନ ଗେଟ୍ ଭାଙ୍ଗି ଜବରଦସ୍ତ ଏଣ୍ଟ୍ରି
ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।
୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।
ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି । ବରଗଡ଼ ସହରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।
ପାଖରେ ଟଙ୍କା ନଥିବାରୁ ବାକିରେ ୨୫ ଟଙ୍କାର ବାଦାମ କିଣିଥିଲେ। ୧୧ ବର୍ଷ ପରେ ଭାଇଭଉଣୀ ବାକି ଟଙ୍କା ପରିଶୋଧ କରି ମାନବିକତାର ପରିଚୟ ଦେଇଛନ୍ତି। ଆମେରିକାରୁ ଆସିଲେ ଓ ଦେଲେ ୨୫ ହଜାର ଟଙ୍କା ।
ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ବଢି ବଢି ଚାଲିଛି । ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ....ସାଇକେଲ୍ ଟ୍ରାକ୍ ଛାଡ଼ି ମୁଖ୍ୟ ରାସ୍ତାରେ ସାଇକେଲ ଚଳାଉଛନ୍ତି ଲୋକେ, ରାସ୍ତାରେ ବାଧକ ସାଜୁଛି ଉଠାଦୋକାନ
ବେଲଗାମ୍ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି ।
ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?
ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍ ପତ୍ରେ ପତ୍ରେ ଭଳି ଯାଇ ରେଡ୍ କରିଥିଲା।
ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସ୍କାନ। ଗୋଟିଏ ଟାଇମ୍ରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ କଲେ...ଏମିତି ବିରଳ ପ୍ରତିଭା ପାଇଁ ଅନେକ ଥର ସମ୍ବର୍ଦ୍ଧିତ ମଧ୍ୟ ହେଲେ...ଦେଖନ୍ତୁ ସେହି ଭିଡ଼ିଓ
ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?
ଘଣ୍ଟାକୁ ୪୮ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର। ପୁଲିସ ଓ ସୈନିକମାନେ ଦେଉଛନ୍ତି ନିର୍ଯାତନା। ଅଭିଯୋଗ କଲେ କେହି ନାହିଁ ଶୁଣିବାକୁ।
ମିଠା ତ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ବେଳେ ବେଳେ ଏହାର ମୂଲ୍ୟ ମନକୁ ଖଟା କରିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ମିଠା ଭାଇରାଲ ହେଉଛି ଯାହା ଦାମ ଶୁଣି ଆପଣଙ୍କ ହୋସ୍ ଉଡିଯିବ।
ଦୁନିଆର ଭିନ୍ନ ଭିନ୍ନ ସଂପ୍ରଦାୟରେ ରହିଛି ଅଜବ ଅଜବ ନିୟମ। ଯାହାକୁ ଜାଣିଲେ ବିଶ୍ୱାସ କରି ହୁଏନି। ତେବେ ଏଠି ଏମିତି ଏକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ନିଜ ମରଦପଣିଆ ପ୍ରମାଣିତ ପାଇଁ ଦେଇଥାନ୍ତି ଏମିତି କଠୋର ପରୀକ୍ଷା।
ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ। ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ। ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଅ ଭିତରେ ଏକ ୩ ମାସର ହାତୀ ଛୁଆ ଫସି ଯାଇଥିବା ବେଳେ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଛି ଅପରେସନ୍ ଗଜରାଜ।
ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।