• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Forest Dept

Forest dept officials seize two elephant tusks from Deogarh
ହାତୀଦାନ୍ତ କାରବାର ଲିଙ୍କରେ ଗହଣା ବ୍ୟବସାୟୀ; ୩ ଜଣଙ୍କୁ ବାନ୍ଧିଲା ବନବିଭାଗ

ଗିରଫଙ୍କ ଭିତରେ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା ମିଳିଛି । ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି ହୋଇଥାନ୍ତା ସେ ନେଇ ଖୋଳତାଡ ଚାଲିଛି ।

Forest dept arrests 3 for smuggling leopard skin in West Bengal
ଓଡ଼ିଶାରୁ ନେଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି, ଧରାପଡ଼ିଲେ ୩ ଜଣ..

୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..

Similipal forester killing
ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ଅସୁରକ୍ଷା ପ୍ରତିବାଦରେ ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ। ସଂକଟରେ ଜଙ୍ଗଲ ସୁରକ୍ଷା। ବନ କର୍ମଚାରୀ ମାନେ ଆଜିଠୁ ଜଙ୍ଗଲ ଭିତରେ ପାଟ୍ରୋଲିଂକୁ ବଏକଟ୍ କରିଛନ୍ତି। ଫଳରେ ପରିଣାମ ସ୍ବରୂପ ଶିକାରୀଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ଓ ଜଙ୍ଗଲ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏପଟେ ପିସିସିଏଫ୍ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ହେଲେ ମନ୍ତ୍ରୀଙ୍କ ଅଜବ ଯୁକ୍ତି ଲିଖିତ ଦାବି ଆସିଲେ ପଦକ୍ଷେପ ନିଆଯିବ।

Forest Dept ‘Illegally’ Dig Laterite Soil To Repair Road In Simlipal Tiger Reserve
ରାସ୍ତା ତିଆରି ନାଁରେ ଲୁଟି ନେଲେ ଲକ୍ଷାଧିତକ ଟଙ୍କାର ମୋରମ

ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍‌ ଏରିଆରୁ ଉଠାଇ ନେଲେ ମୋରମ୍‌, ଆଇନ କାନୁନ୍‌କୁ ଫୁ କରିଦେଲେ ସରକାରୀ ଅଧିକାରୀ…

Odisha : Two Tusks, 42 Leopard Nails Seized By Forest Dept
ବାଘ ନଖ, ହାତୀ ଦାନ୍ତ ଡିଲ୍ କରୁଥିଲେ, ଗିରଫ ହେଲେ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ

Forest Dept Seizes 4 Kg Pangolin Scales
ଡିଲ୍ ବେଳେ ଧରିପକେଇଲେ....

ବ୍ରଜକାପ୍ତା ଚୋରା ଚାଲଣ ରାକେଟ ଏବେ ବଢିବାରେ ଲାଗିଛି । ରାଜ୍ୟରେ ଏବେ ବେଆଇନ ଭାବେ ଏହାର ଚୋରାଚାଲଣ ହେଉଛି । ତେବେ ଗତକାଲି ଖୋର୍ଦ୍ଧାରେ ଏଥିପାଇଁ ଏକ ଡିଲ ଚାଲିଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଧରିପକେଇଥିଲା । ତେବେ ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ କାହାକୁ ଚାଲଣ ହୋଇଥାଆନ୍ତା ଜାଣନ୍ତୁ ।