ବ୍ରୋକୋଲିରୁ ଭଲ ପରିମାଣର ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଜିଙ୍କ୍ ଓ କ୍ୟାଲ୍ସିୟମ୍ ମିଳିଥାଏ, ଯାହା ଶରୀରର ହାଡକୁ ମଜବୁତ୍ କରିଥାଏ। ଏହା ବ୍ୟତୀତ ବ୍ରୋକୋଲିରେ ପ୍ରୋଟିନ୍ର ପରିମାଣ ମଧ୍ୟ ବହୁତ ଅଧିକ। ତେଣୁ ଏହାର ବଜାର ମୂଲ୍ୟ ମଧ୍ୟ ବହୁତ ଭଲ। ତେବେ ଆସନ୍ତୁ ଏହି ବ୍ରୋକୋଲି ଚାଷ କରିବାର ପ୍ରଣାଳି ବିଷୟରେ ଜାଣିନେବା।