• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

death
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି

Safety of school students
ଅନୁପଯୁକ୍ତ ସ୍କୁଲ୍‌ ବସ୍ ଉପରେ ନଜର ରଖ: STA

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌ ଗୁଡ଼ିକର ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି।

Government Of Odisha
୧୧ OASଙ୍କ ବଦଳି, ପ୍ରକାଶ ପାଇଲା ବିଜ୍ଞପ୍ତି

୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।

The Great Odisha Political Circus
ମ୍ୟାଡମ୍ କହିଲେ ଦିଲ୍ଲୀର ବ୍ରେକ୍ ଦେବା ବେଳର ବ୍ରେକ୍ ଫାଷ୍ଟ କଥା...

ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...

Taste of Odisha
ଆଜି ରବିବାର... ଟିକେ ହେଇଯାଉ ମାଗୁର ମାଛ ମସଲା ପୋଡା

ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...

Prerana
ଖେଳ ପଡିଆରୁ ଖବରକାଗଜ ବିତରଣ... ଶୁଭାରାଣୀଙ୍କ ସଂଘର୍ଷର କାହାଣୀ

କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...

Meet The World's Tallest Family
ଏ ହେଉଛନ୍ତି ଦୁନିଆର ସବୁଠୁ ଡେଙ୍ଗା ପରିବାର... ଗିନିଜ୍ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ...

ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...

Cyber Crime
ଅନଲାଇନରେ ଟଙ୍କା ଦିଆନିଆ କରି ଫଶିଲେ, ପଇସା ଆଉ ଫେରିଲାନି

ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...

Viral Video
ଶାଶୁଘର ଯିବା ବେଳେ ନାତୁଣୀକୁ ଦେଖି କାନ୍ଦିଲା ‌ଜେଜେମାଆ, ଝିଅ କହିଲା

ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...

Cops Carry Body On Shoulders
ସାଲ୍ୟୁଟ୍ ପୋଲିସ୍ ବାବୁ... କାନ୍ଧରେ ୪ କିଲୋମିଟର ବୋହିଲେ ଶବ...

ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ

Pak Minister Itches Stomach
ହଲରେ ପେଟ କୁଣ୍ଡାଉଥିଲେ ମନ୍ତ୍ରୀ... ଭିଡିଓ ଭାଇରାଲ୍‌ ପରେ ଅଭିନେତ୍ରୀ କହିଲେ ଏମିତି...

ଏ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌ ହେଉଛି। ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ। ଲେଖିଲେ...

Bombs Hurled At Enforcement Officer’s House In Puri
ଘର ଉପରକୁ ବୋମାମାଡ଼; ଜଣେ ଆହତ

ଘର ଉପରକୁ ବୋମା ମାଡ । ପୁରୀର ଏନ୍‌ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ।

News Fuse
ବାତ୍ୟାଠୁ ବଳିଗଲା ଏ ଦୃଶ୍ୟ, ଚଢାଚଢି ହୋଇ ଖାଲି ବୋହି ନେଲେ...

ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...

25 passengers sustain injuries after the bus they were travelling in overturns
ପୁରୀ ଦର୍ଶନ ସାରି ଫେରୁଥିଲେ ଯାତ୍ରୀ; ରାସ୍ତାରେ ଓଲଟିଲା ବସ

ପୁରୀ ଦର୍ଶନ ସାରି ଫେରିବା ବାଟରେ ଅଘଟଣା । ବସ୍ ଓଲଟି ୨୫ ଆହତ । ଗଂଜାମ ଜିଲ୍ଲା ରମ୍ଭା୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଏହି ଦୁର୍ଘଟଣା । ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Shakuntala continued her career in the face of adversity
ସଂଘର୍ଷମୟ ପରିସ୍ଥିତିରେ ବି କ୍ୟାରିୟରକୁ ଆଗକୁ ନେଇଥିଲେ ଶକୁନ୍ତଳା

କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

Top 5 women players of India whos life full of struggle
ଜାଣନ୍ତୁ, ୫ ଭାରତୀୟ ମହିଳା ଖେଳାଳିଙ୍କ ସଂଘର୍ଷମୟ ଜୀବନ

ମହିଳାମାନେ ସର୍ବଦା ଶାରୀରିକ ସାମର୍ଥ୍ୟରେ ପୁରୁଷଙ୍କଠାରୁ କମ୍ ବୋଲି ବିବେଚନା କରାଯାଏ। ଏହି ଧାରଣ ଏବେ ଭୁଲ୍ ପ୍ରମାଣିତ ହୋଇଛି। ଆଜି କ୍ରିକେଟ୍ ଠାରୁ ଆରମ୍ଭ କରି ବ୍ୟାଡ୍‌ମିଣ୍ଟନ୍, ବକ୍ସିଂ ଓ ଲଙ୍ଗ୍‌ ଜମ୍ପ୍‌ ପର୍ଯ୍ୟନ୍ତ ମହିଳାମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।

 Govt Safeguarding Keonjhar Collector
କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ?

କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଇଏ ତାର ପ୍ରମାଣ। 

Unscheduled Power Cuts
ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।

 Govt Safeguarding Keonjhar Collector
ଆଶିଷ ଠାକ୍‌ରେଙ୍କ ସ୍ଥାନରେ ହାଜର ହେବେ ସୁପ୍ରିମକୋର୍ଟ ଓକିଲ

ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ।

  • Saturday, 23 April 2022
Unscheduled Power Cuts
ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ?

collector
ଲୋକଙ୍କ ପଥର ମାଡ଼ରେ ଗାଡ଼ି କାଚ ଭାଙ୍ଗିଲା, ବର୍ତ୍ତିଗଲେ ଜିଲ୍ଲାପାଳ

ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା ।

  • Saturday, 23 April 2022
ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍
୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି। 

Viral Video – Mother Bird Stops JCB From Destroying Its Egg
ମାଡ଼ି ଆସୁଥିଲା ଜେସିବି...ଡେଣା ମେଲାଇ ଗର୍ଜନ କଲା, ଛୁଆର ଜୀବନ ବଞ୍ଚାଇଲା ଏଇ ଚଢେଇ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟର ପେଜ୍‌ରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

Jojonara Na Hariloot
ବଞ୍ଚିଥିବା ଲୋକକୁ ମିଳୁନି, ହେଲେ ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା

ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ ।

News Fuse
ପୁଣି କଟକ ନାଁ... ଦାମୀ କମ୍ପାନୀ ପ୍ୟାକରେ ନକଲି ଜିନିଷ...

ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ