• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ambulance Service
ଖତ ଖାଉଛି ରୋଗୀ ବୁହା ଆମ୍ବୁଲାନ୍ସ : ନାହିଁନଥିବା ହଇରାଣ ହେଉଛନ୍ତି ୩୪ ପଞ୍ଚାୟତବାସୀ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

People Cross Temporary Narrow Bridge Dangerously In Bhubaneswar
ନାମକୁ ମାତ୍ର ସ୍ମାର୍ଟ ସିଟି, ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରାଜଧାନୀର ଏହି ଅସ୍ଥାୟୀ ପୋଲ

ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।

97 lakh
କୁଆଡ଼େ ଗଲା ୯୭ ଲକ୍ଷ ? ପୁଣି ୫ଦିନ ପାଇଁ ରିମାଣ୍ଡରେ ଆସିଲେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

୯୭ ଲକ୍ଷ ଠକେଇ ମାମଲା : ପୁଣି ରିମାଣ୍ଡରେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

Utkal University
ଖର୍ଚ୍ଚ ହୋଇପାରୁନି, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପଡ଼ିଛି ୫୦୦ କୋଟିରୁ ଅଧିକ ଟଙ୍କା

ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି କାହିଁକି ?

Ambulance Service In Doldrums In Nandpur CHC Putting Many At Risk
ଡ୍ରାଇଭରଙ୍କ ଅବସର, ଆମ୍ବୁଲାନ୍ସ ଖତ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖନ୍ତୁ.. ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ଦୃଶ୍ୟ.. ଏ ସରକାରୀ ହସ୍ପିଟାଲ ଉପରେ ୪ ବ୍ଲକର ୩୪ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି.. ହେଲେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରୁ ସେମାନେ ବଞ୍ଚିତ..

Cold drinking water project in cold storage in Sonepur
ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖରାଦିନେ ଶୀତଳ ବଦଳରେ ବାହାରୁଛି ଗରମ ପାଣି

ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...

OTV
ଅଭିନୟ ଯେମିତି, କଣ୍ଠ ବି ସେମିତି... ଓଲିଉଡର ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର

ତାଙ୍କ ବିନା ଓଲିଉଡ୍ ଜଗତ ଲାଗେ ଖାଁ ଖାଁ। ଅଭିନୟଠାରୁ ଆରମ୍ଭ କରି କଣ୍ଠଦାନ ପର୍ଯ୍ୟନ୍ତ ସବୁଥିରେ ସେ ସୁପରଷ୍ଟାର୍। ସେଇଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍...

Yojana Ra Na Hariloot - Sarpanch Accused Of Misappropriating Harishchandra Scheme Funds
ଶବ ସତ୍କାର ଟଙ୍କା ମିଶି ଖାଇଦେଲେ ସରପଂଚ ଓ ବ୍ଲକ ଅଧିକାରୀ

ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ...

Taste Of Odisha | Know recipe to prepare special dish from Silver Mullet Fish & Tamarind juice
ଥରେ ଖାଅ ଖଅଙ୍ଗା ମାଛର ଏହି ରେସିପୀ

ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...

Prerana | Success story of Badminton coach Reeta Dash will inspire many
ପ୍ରଥମେ ବ୍ୟାଡମିଣ୍ଟନ୍ ଖେଳିଲେ, ଏବେ ଖେଳାଉଛନ୍ତି ରୀତା ଦାଶ

ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...

Ninth class student from Kendrapara impresses with her pencil art
ପେନସିଲ ଆର୍ଟ କରି ଚର୍ଚ୍ଚାରେ ଶାରଦା ସୁମନ, ଯାହା ଦେଖୁଛନ୍ତି ଅବିକଳ ଆଙ୍କୁଛନ୍ତି

ନବମ ଶ୍ରେଣୀର ଏଇ ଝିଅଟିର ହାତରେ ରହିଛି ଯାଦୁ । ପେନସିଲ୍ ଧରିଲେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି । ଦୈବୀ ଆଶୀର୍ବାଦ ପାଇଥିଲା ଭଳି ବଢୁଛନ୍ତି ଆଗକୁ ଆଗକୁ । ଭବିଷ୍ୟତରେ ହୋଇପାରନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ।

Special Story | Locals allege corruption in excavation of pond in Boudh
ପୋଖରୀ ଖାଇଗଲେ ସରକାରୀ ବାବୁ

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...

Cyber crime – Fraudster dupes man using secret code
କୋଡ୍ ନମ୍ୱର ଦେଲା ପରେ କଟି ଚାଲିଲା ଟଙ୍କା

କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...

Special Story | Locals give grand farewell to police official in Malkangiri
ଦୁର୍ଗମ ବିଚ୍ଛିନ୍ନାଞ୍ଚଳର ଲୋକପ୍ରିୟ ପୋଲିସ୍ ବାବୁଙ୍କୁ ବିଦାୟ ଦେଲେ ଲୋକେ, କହିଲେ ଇଏ ଥିଲେ ନକ୍ସଲ ଗଡ଼ର ଷଣ୍ଢ

କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…

Special Story | Bride-groom jumps into swimming pool
ବାହାଘର ବେଳେ ସୁଇମିଂ ପୁଲ୍‌ ଭିତରେ ପଡିଗଲେ ବରକନ୍ୟା, ଆଉ ତା’ପରେ...

ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା। ଯେମିତି ଏସବୁ ଦୃଶ୍ୟ...

News Fuse | Special story on political leaders\' spree of enacting as farmers On Akshay Tritiya
ଯେତେବେଳେ ରାଜନୀତି ଛାଡି ନେତା ହଳ କରନ୍ତି, ସେତେବେଳେ...

ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...

Special Story | Story of woman auto-rickshaw driver to inspire many
ଏମିତି ମାଆକୁ ସଲାମ୍… ବାଲେଶ୍ୱରର ମହିଳା ଅଟୋ ଡ୍ରାଇଭର ମଧୁମିତା ବିନ୍ଧାଣୀ

ବାହାଘରର କିଛିବର୍ଷ ପରେ ସ୍ୱାମୀ ଆଉ ପଚାରିଲେ ନାହିଁ। ନିଜର ସ୍ୱାଭିମାନ ପାଖରେ କିନ୍ତୁ ମୁଣ୍ଡ ନୋଇଁଲେ ନାହିଁ ମଧୁମିତା। ଦୁଇ ପିଲାଙ୍କୁ ଧରି ସେ ଚାଲି ଆସିଲେ ଘରୁ। ପୁରୁଷଙ୍କ ପରି ଅଟୋ କିଣି ଚାଲାଇଲେ ଆଉ ଆରମ୍ଭ କଲେ ଜୀବନ ପାଇଁ ସଂଘର୍ଷ। ଏବେ ତାଙ୍କ ପିଲା ପାଠ ପଢୁଛନ୍ତି ଇଂଲିଶ ମିଡିୟମ ସ୍କୁଲରେ। ସ୍ୱାଭିମାନର ସହ ବଂଚୁଛନ୍ତି ମଧୁଲିତା। ଆଜି ମାତୃତ୍ୱ ଦିବସରେ ଆସନ୍ତୁ ଭେଟିବା ବାଲେଶ୍ୱର ସହରର ଏହି ମହିଳା ଅଟୋ ଡ୍ରାଇଭରଙ୍କୁ...

Bus Accident
ଓଭରବ୍ରିଜ ତଳକୁ ଖସିପଡିଲା ବସ୍; ୩୦ରୁ ଉର୍ଦ୍ଧ୍ୱ ଆହତ,୧୩ ଗୁରୁତର

ଓଭରବ୍ରିଜ୍‌ ତଳକୁ ଖସିପଡିଲା ବସ୍‌ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Water Scarcity
ଖରା ତାତିଠୁୁ ବଳି ଯାଉଛି ଜଳ ଯନ୍ତ୍ରଣା

ଉପାନ୍ତ ହେଉ କି ଉପକୂଳ। ଖରା ତାତିଠୁ କେତେ କଷ୍ଟଦାୟକ ଜଳଯନ୍ତ୍ରଣା ? ଓଟିଭି ସଂଗ୍ରହ କରିଛି ଦୁର୍ଦ୍ଦଶାର ଚିତ୍ର। ମାଲକାନଗିରି ବଣ୍ଡାଘାଟିରେ ଆଦିମ ଜନଜାତିର ଲୋକେ ପାଣି ପାଇଁ କେମିତି କଲବଲ, ଚିତ୍ର ନଦେଖିଲେ ବିଶ୍ୱାସ ହେବନି। ଏଣେ କେନ୍ଦ୍ରାପଡ଼ାର ଏକ ଗାଁରେ ଗରାଏ ପାଣି ପାଇଁ ତ ରାତି ଅଧରୁ ଲାଗୁଛି ଲାଇନ୍। ଦେଖିବା ଗ୍ରାଉଣ୍ଡ ରିପୋର୍ଟ

Jojanara na hariloot | Bamboo plantation scam exposed in Boudh
ବାଉଁଶ ଗଛ ନାଁରେ ବାବୁ ଖାଇଗଲେ

ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..

Special Story
୪ କୋଟି ଟଙ୍କାରେ ତିଆରି ହୋଇଛି ଶୀତଳ ଭଣ୍ଡାର, ହେଲେ ଚାଷୀଙ୍କ କାମରେ ଆସୁନି

ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...

The Great Odisha Political Circus | Politicians love for popularity through coverage
ନାଁ କୁ ଖାଲି ସମାଜ ସେବା, ସେଲ୍ଫି ଆଗ...

ଆଜି କାଲିଆ ନେତାଙ୍କ ସମାଜ ସେବା ଆପଣ ଜାଣିଛନ୍ତି। ସେବା ଦୁର୍ବଳ, ଫଟୋ ପ୍ରବଳ। ନେତାଏ ନିଜ ପ୍ରଚାର ପାଇଁ ଆଣ୍ଠେଇ ପେଟେଇ ଭିଡିଓ କରୁଛନ୍ତି। ଆଉ ଏବେ ନୂଆ ନୂଆ ସିଏମସି ମେୟର ହେଇଥିବା ଏ ନିଶୁଆ ସିଂଙ୍କ ନିଶା ଟିକେ ଦେଖ