Advertisment

ଦୁର୍ଗମ ବିଚ୍ଛିନ୍ନାଞ୍ଚଳର ଲୋକପ୍ରିୟ ପୋଲିସ୍ ବାବୁଙ୍କୁ ବିଦାୟ ଦେଲେ ଲୋକେ, କହିଲେ ଇଏ ଥିଲେ ନକ୍ସଲ ଗଡ଼ର ଷଣ୍ଢ

କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…

author-image
Otv Khabar Bureau

Locals Police Official Special Story Grand Farewell Malkangiri
Advertisment
Advertisment