ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...
ପାଣି ଆଖିଆ ମାଛର ବେସର ଫ୍ରାଏ... କେମିତି ଘରେ କରିବେ ଏହି ଷ୍ଟାଟର ଆଇଟମ? ଦେଖନ୍ତୁ ମୂଳରୁ ଶେଷ ଯାଏଁ...
ଚାଉଳ ନୁହେଁ ବରଂ ଶାଗୁ ଖେଚୁଡ଼ି। ଥରେ ଖାଇଲେ ଦିନସାରା ଭୋକ କରିବନି, ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ଶାଗୁ ଖେଚୁଡ଼ି। ଜାଣିରଖନ୍ତୁ ପ୍ରସ୍ତୁତି କରିବେ କେମିତି?
ବାମ୍ଫ ଛୁଙ୍କ ଚିଙ୍ଗୁଡ଼ି, କଂସାଏ ପଖାଳ ସାଙ୍ଗକୁ ରସୁଣ ଓ ଲଙ୍କା ଦେଇ ଖାଆନ୍ତୁ ହାମ୍ପୁଡ଼ି ହାମ୍ପୁଡ଼ି... ତେବେ ଜମା ବି ଡେରି କରନ୍ତୁ ନାହିଁ, ଏବେ ହିଁ ବନାନ୍ତୁ ଏହି ଆଇଟମ୍