ସଂଧ୍ୟା ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ଏକ ପ୍ୟାକେଟ୍ରୁ କିଛି ଖାଉଥିବା ସେଠାରେ ଉପସ୍ଥିତଥିବା ଲୋକମାନେ ଦେଖିଥିଲେ ।
କେବଳ ଫୁଲ ନୁହଁ ୩ ଏକର ଜମିରେ କୋବି ଚାଷ କରି ବି ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ବଡମ୍ବା ବ୍ଲକ ମାନପୁର ଗାଁର ମହିଳା ଗୋଷ୍ଠୀ ମାନେ ଏକଜୁଟ ହୋଇ ଏହାର ଲାଭ ଉଠାଉଛନ୍ତି। ତେବେ କୋବି ଗୁଡିକୁ ପାଖ ମାର୍କେଟ ସହ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଭଳି ସହରକୁ ମଧ୍ୟ ପଠାଇ ଭଲ ଦୁଇ ପଇସା ଲାକ୍ଭ କରୁଥିବା କହିଛନ୍ତି ମହିଳା।
ପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।
ପ୍ରଥମେ ବାପା, ମାଆ ତା ପରେ ପରେ ବଡ ଭାଇ, ଯାହା ମୁଁହ ଟିକେ ଚାହିଁ ଦିନ କାଟୁଥିଲେ ଶେଷରେ ସେ ଜେଜେମାଆ ବି ଏକା କରିଛାଡିଗଲା । ଆଉ ଏବେ ସମଜ ଓ ପରମ୍ପରା ନନ୍ଦିନୀଙ୍କ ବୋଝ ଉପରେ ନଳିତା ବିଡା ପାଲଟିଛି ।
ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।
ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ ।
ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା । ଏଣେ ଗାଁରେ ପହଞ୍ଚିବାର କିଛିଦିନ ପରେ ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ । ତେଣେ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଛି ସର୍ଦ୍ଦାର ।
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ।
ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।
୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।
ନୀଳଗିରି ଗସ୍ତରେ ଥିବା ମହାମହିମ ରାଜ୍ୟପାଳ ଅଚାନକ ଏହି ଘରକୁ ପରିଦର୍ଶନରେ ଯାଇଥିଲେ । ଯାହା ଦେଖିଲେ ତାଜୁବ ହୋଇଗଲେ । ଜଣେ ଦୃଷ୍ଟି ବାଧିତ ବିଧବା ମହିଳା ଅତି ସାଙ୍ଘାତିକ ଅବସ୍ଥାରେ ରହୁଥିବା ଜାଣି ସାଙ୍ଗରେ ଥିବା ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ ।
ରାଜ୍ୟ ସରକାରଙ୍କ ପାଖରୁ କୌଣସି ନ୍ୟାୟ ମିଳିଲା ନାହିଁ। ସେମାନେ ମୋ କଥା ଶୁଣିଲେ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଆସୁଥିଲି।
ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି।
୨୦୧୦, ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ, ୨୦୧୨ ଏପ୍ରିଲ ୫ ତାରିଖରେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।
ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ଗ୍ରାହକଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା । ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ ।
ଘିରି ଘିରି ହେଇ ୨ ଆଡକୁ ବୁଲି ପଡୁଥିବା ଏ ଯନ୍ତ୍ର ଶତ୍ରୁପକ୍ଷର ସମସ୍ତ ଯୋଜନାକୁ ଧୂଳିସାତ୍ କରିଦେବ।
ଆମେ କଣ ଅଧିକ ମାଗୁଛୁ । ଖୁସିବାସି କରିବାକୁ ଟଙ୍କା ଦିଅ । ଆବାସ ଯୋଜନାରେ ବିଲ୍ କରାଇଦେବାକୁ ଏମିତି ଟଙ୍କା ମାଗୁଛନ୍ତି ଗ୍ରାମ ରୋଜଗାର ସେବକ । ଆଉ ତାର ରେକର୍ଡିଂ ଏବେ ଫୋନରୁ ଫୋନ୍ ଘୁରିବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଇପଡା ପଞ୍ଚାୟତରେ