କେବଳ ଫୁଲ ନୁହଁ ୩ ଏକର ଜମିରେ କୋବି ଚାଷ କରି ବି ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ବଡମ୍ବା ବ୍ଲକ ମାନପୁର ଗାଁର ମହିଳା ଗୋଷ୍ଠୀ ମାନେ ଏକଜୁଟ ହୋଇ ଏହାର ଲାଭ ଉଠାଉଛନ୍ତି। ତେବେ କୋବି ଗୁଡିକୁ ପାଖ ମାର୍କେଟ ସହ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଭଳି ସହରକୁ ମଧ୍ୟ ପଠାଇ ଭଲ ଦୁଇ ପଇସା ଲାକ୍ଭ କରୁଥିବା କହିଛନ୍ତି ମହିଳା।
Published By: Swadesi Megha Mallhar Prusty
Last updated: 05 February 2024, 11:14 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।